Browsing Category

Breaking News

ଓଡିଶାରେ କମୁନି ମୃତ୍ୟୁସଂଖ୍ୟା: ଆଜି ୪୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଆଜି ୩,୪୦୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ଆତଙ୍କ ସୃଷ୍ଟି କରିବ କି କରୋନାର ନୂଆ ରୂପ ! ‘ଡେଲ୍ଟା ପ୍ଲସ’କୁ ନେଇ ଏପରି କହିଲେ ବୈଜ୍ଞାନିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଲଗାତାର ଭାବେ ନିଜର ରୂପ ବଦଳାଇବାରେ ଲାଗିଛି । ଏବେ କରୋନାର ନୂଆ ଭାରିଏଣ୍ଟ ମିଳିଛି, ଯାହାର ନାଁ ‘ଡେଲ୍ଟା ପ୍ଲସ’ ବା ‘AY 1’ । ଏହି ଭାଇରସ୍ କରୋନାର ଡେଲ୍ଟା ଭାରିଏଣ୍ଟରୁ ହୋଇଛି,…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୨୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୨୭ ହଜାର ୬୪୮ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୦ ଲକ୍ଷ ୨୭…

ଦିଲ୍ଲୀରେ ଆରମ୍ଭ ହେଲା ସ୍ପୁଟନିକ୍‌-ଭି ଟିକାକରଣ, ଏହାର ଉଭୟ ଡୋଜ ଭିନ୍ନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଜାତୀୟ ରାଜଧାନୀ ଦିଲ୍ଲୀରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-ଭି’ ଡ. ରେଡ୍ଡୀଜ ପରୀକ୍ଷାଗାରର କର୍ମଚାରୀଙ୍କୁ ଦିଆଯାଉଛି । ରବିବାର ଆପୋଲୋ ହସ୍ପିଟାଲରେ ଏହି ଟିକାକୁ ଶୁଭାରମ୍ଭ…

ଶିଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍ ଟିକା…

କୁକୁର କାମୁଡାକୁ କେନ୍ଦ୍ର କରି କୁକୁର ଓ ମାଲିକକୁ ଗୋଡାଇ ଗୋଡାଇ ଭୁଜାଲି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତକୁ ଧରିଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁକୁର କାମୁଡାକୁ କେନ୍ଦ୍ରକରି ଖାରବେଳ ନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକକୁ କୁକୁର କାମୁଡି ଦେବାରୁ ଉତ୍ୟକ୍ତ ହୋଇ ଉକ୍ତ କୁକୁର, କୁକୁର ମାଲିକ ଓ ତାଙ୍କର…

ଆଜି ପବିତ୍ର ଶୀତଳ ଷଷ୍ଠୀ, ନିରାଡ଼ମ୍ବରରେ ପାଳନ ହେବ ହର ପାର୍ବତୀଙ୍କ ବିବାହ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପବିତ୍ର ଶୀତଳଷଷ୍ଠୀ। ଏଥିାଇଁ ଏକାମ୍ର କ୍ଷେତ୍ର ହୋଇଉଠେ ଚଳଚଞ୍ଚଳ । ତେବେ କରୋନା କଟକଣା ପାଇଁ ଏଥର ଏକାମ୍ର କ୍ଷେତ୍ର ଶିବ ବିବାହ ଅବସରରେ ନିଶବ୍ଦ ହୋଇଯାଇଛି । ତେବେ ବିଧିପୂର୍ବକ…

ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ନକଲି ଔଷଧ ଓ ସିରିଞ୍ଚ ଆଦି ବହୁ ପରିମାଣରେ ଜବତ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ନିକଟରେ ଜବତ ହୋଇଥିବା ନକଲି ଔଷଧ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ…

୩ ଜିଲ୍ଲାରେ ସେରୋସର୍ଭେ ପାଇଁ ଏସିଏସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା କହର ଏବେ ବି ଲାଗିରହିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ୩ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ…