Browsing Category
Breaking News
କୋଭିଡରେ ପତଞ୍ଜଳି ଡାଏରୀର ସିଇଓ ସୁନୀଲ ବଂସଲଙ୍କ ପରଲୋକ
ନୂଆଦିଲ୍ଲୀ : କୋଭିଡ୍ ରେ ପ୍ରାଣ ହରାଇଲେ ରାମଦେବ ବାବାଙ୍କ ପତଞ୍ଜଳୀ ଡାଏରୀର ସିଇଓ ସୁନୀଲଏ ବଂସଲ । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ…
ବାଲେଶ୍ୱରରେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଚଲାଇଛି ଓଡିଆରଏଏଫ୍ ଟିମ୍
ବାଲେଶ୍ୱର(ଓଡ଼ିଶା ଭାସ୍କର): ମାଡି ଆସୁଛି ବାତ୍ୟା ୟଶ୍ । ବର୍ତ୍ତମାନ ଏହାର ପ୍ରସ୍ତୁତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ବାତ୍ୟା ପ୍ରଭାବ ଅଧିକ ରହିବାକୁ ଥିବା ସେଠାରେ ଏବେ ହାଇ…
ବଢ଼ିଲା ‘ୟଶ୍’ ଚିନ୍ତା, ବାଲେଶ୍ୱରରେ ୧.୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାବ ଭୀଷଣ ବାତ୍ୟା ରୂପ ନେବାକୁ ଯାଉଛି । ଏହି ବାତ୍ୟା ୟଶ୍ ପାଇଁ ଓଡ଼ିଶାରେ ଚିନ୍ତା ବଢ଼ି ଯାଇଛି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା…
ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ
ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁବାକୁ ଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁ ସବୁ ଅଞ୍ଚଳରେ ବାତ୍ୟାର…
ଆସିଗଲା କୋଭିଡର ତୃତୀୟ ଲହର! ବଢ଼ିଚାଲିଛି ପିଲାମାନଙ୍କ ଠାରେ ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଲୋକମାନଙ୍କ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ସଙ୍କଟ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଲାଗିଲାଣି ।…
ଭୟଙ୍କର ତାଣ୍ଡବ ରଚିବ ବାତ୍ୟା ‘ୟଶ୍’: ଆଜି ଗୃହମନ୍ତ୍ରୀ କରିବେ ସମୀକ୍ଷା
ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଭୟଙ୍କର ତାଣ୍ଡବ ରଚିବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ପରେ ଅତି ଭୀଷଣ ରୂପ ନେବ । ତେବେ ଗତ କିଛି ଘଣ୍ଟା…
ବାତ୍ୟା ୟଶ୍: ପାରାଦୀପରେ ହାଇ ଆଲର୍ଟ ଜାରି
ଜଗତସିଂହପୁର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖରେ ବାତ୍ୟା ୟଶ୍ ପାରାଦୀପ ଏବଂ ସାଗର ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି । ତେଣୁ ଏବେ ପାରାଦୀପରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ…
କୋଭିଡ୍ ମୁକାବିଲାରେ ପିଲାମାନଙ୍କ କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହୋଇପାରେ ନାଜାଲ୍ ଟିକା: ଡବ୍ଲୁଏଚଓ
ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ କମ୍ ବର୍ଷର ପିଲାମାନଙ୍କୁ ଟିକା ଦିଆଯିବା ନେଇ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତ କରାଯାଉଛି । ତେବେ ଦେଶରେ ବର୍ତ୍ତମାନ ନାକରେ ଦ୍ୱାରା ଟିକା ନେବା ପରି ଏକ…
ଆସିଲା ଖୁସି ଖବର: ୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ
ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ବର୍ତ୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ରହିଛି । ତେବେ ଏହା ମଧ୍ୟରେ କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଏକ ନୂଆ ସୂଚନା ଆସିଛି । ଆସନ୍ତା ଜୁନ୍ ମାସରୁ ଭାରତ…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଲା
ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୫୪ ଜଣଙ୍କ ମୃତ୍ୟୁ…