Browsing Category
Breaking News
ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଫେକ୍ ଆରପିଏଫ୍ ନିଯୁକ୍ତି ବିଜ୍ଞାପନ, ଲୋକଙ୍କୁ ଲୁଟିବାର ନୂଆ ଉପାୟ
ଭୁବନେଶ୍ବର(ଓଡିଶା ଭାସ୍କର): ଚାକିରି ଆଶାୟୀଙ୍କୁ ଠକିବା ଲାଗି ସାମାଜିକ ଗଣମାଧ୍ୟମରେ ଫେକ ନିଯୁକ୍ତି ପତ୍ରର ଜାଲ ବିଛାଉଛନ୍ତି ଦଲାଲ । ଏପରି ଭାବରେ ଜାଲ ବିଛାଇଛନ୍ତି ଯାହାର ଟେର ଆପଣ ମାନେ ଚାହିଁଲେ ବି ପାଇବେନି ।…
ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ: ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ବିସିସିଆଇର କ୍ଲିୟରାନ
ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରରେ ଚଳିତ ବର୍ଷର ଆଇପିଏଲ ପାଇଁ ଅନୁଷ୍ଠିତ ହେବ ଖେଳାଳି ନିଲାମ ପ୍ରକ୍ରିୟା । ଏଥିାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଆମ୍ଭ ହୋଇଛି । ଏଥିସହିତ…
ପଞ୍ଚାୟତ ନିର୍ବାଚନ : ୧୫ରେ ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ- ୨୨ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ୧୫ ତାରିଖ ଦିନ ସାଢେ ୧୦ଟା ସମୟରେ ସମସ୍ତ…
ଆଜିଠୁ ୧୭ ଯାଏଁ ହାଇକୋର୍ଟ ସଟ୍ଡାଉନ୍, ସମସ୍ତ ମାମଲାର ଶୁଣାଣି ସ୍ଥଗିତ
କଟକ (ଭାସ୍କର ନ୍ୟୁଜ୍): ହାଇକୋର୍ଟର ଅଧିକାଂଶ କର୍ମଚାରୀଙ୍କ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା କାରଣରୁ ଗୁରୁବାରଠାରୁ ଆସନ୍ତା ୧୭ ତାରିଖ ଯାଏ ହାଇକୋର୍ଟ ସମେତ ଏହାର…
ବିଜେଡିର ପଞ୍ଚାୟତ ନିର୍ବାଚନ ସଜବାଜ: ପ୍ରଦୀପ ମାଝିଙ୍କ ସମେତ ପ୍ରଫୁଲ୍ଲ ମାଝି ଓ ମହେଶ ସାହୁ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ବିଜୁ ଜନତା ଦଳର ସାଙ୍ଗଠନିକ ପଦପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୪ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ…
ଏଥର ବିଏମ୍ସିରେ ମହିଳା ମେୟର, ପ୍ରଥମ ଥର ମହିଳାଙ୍କ ପାଇଁ ସଂରକ୍ଷିତ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମେୟର ପଦ ସଂରକ୍ଷିତ ରଖାଯାଇଛି । ପ୍ରଥମଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିଳିବ…
ଆଜି-କାଲି ରାଜ୍ୟରେ ପ୍ରବଳ ବର୍ଷିବ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟ ବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…
ପ୍ରଥମଥର ପାଇଁ ବିଶାଳକାୟ ତାରାର ଲାଇଭ୍ ମୃତ୍ୟୁ ଦେଖିଲେ ବୈଜ୍ଞାନିକ, ଦେଖନ୍ତୁ ଭିଡ଼ିଓ
ୱାଶିଂଟନ୍: ବ୍ରହ୍ମାଣ୍ଡ ତଥା ସୌରମଣ୍ଡଳରେ ହେଉଥିବା ଗତିବିଧି ଉପରେ ବୈଜ୍ଞାନିକମାନେ ସର୍ବଦା ନଜର ରଖିଥାନ୍ତି । ଏହାରି ମଧ୍ୟରେ ପ୍ରଥମଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ରିୟଲ ଟାଇମରେ ଗୋଟିଏ ରେଡ୍ ସୁପରଜିଆଣ୍ଟ ତାରାର…
ପଞ୍ଚାୟତ ଭୋଟ୍: ନିର୍ବାଚନ ପ୍ରଚାରକୁ ନେଇ ଆସିଲା ଗାଇଡ଼ଲାଇନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆଜି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା…
ସରକାରୀ ଅଫିସରୁ ହଟିବ ପୋଷ୍ଟର ଓ ବ୍ୟାନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାକୁ ନେଇ ରାଜ୍ୟରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାରି ମଧ୍ୟରେ ସରକାରୀ ଅଫିସରୁ ନେତା, ମନ୍ତ୍ରୀ ଓ ସରକାରୀ ଯୋଜନାର ପୋଷ୍ଟର…