fbpx
Browsing Category

Breaking News

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଦ୍ୱୈତ ନଗରୀର ନୂଆ ପୋଲିସ କମିଶନର ଆଜି ଦାୟିତ୍ୱ ନେବେ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସୌମେନ୍ଦ୍ର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼, ୯ା୩ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା…

କୋଲକାତାରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୯ା୩: କୋଲକାତାର ନୂଆ କୋଇଲାଘାଟ ରେଳ କାର୍ଯ୍ୟାୟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ ଆରପିଏଫ ଯବାନ ରହିଛନ୍ତି । ଜଣେ ପୋଲିସ ଏଏସଆଇ ଓ ଅନ୍ୟ ୨ ଜଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୧୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୯ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୧୧ ହଜାର ୫୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୭ ଲକ୍ଷ…

ଏଇ ଯୁବକ ହେଉଛନ୍ତି ଇଲେକ୍ଟ୍ରିମ୍ୟାନ୍, ୪୪୦ ଭୋଲ୍ଟର ବିଦ୍ୟୁତ ବି ତାଙ୍କ ଆଗରେ ପ୍ରଭାବହୀନ

ପୂର୍ବରୁ ଆପଣମାନେ ଶକ୍ତିମାନ, ସ୍ପାଇଡରମ୍ୟାନ ଓ ସୁପରମ୍ୟାନ ବିଷୟରେ ଜାଣିଥିବେ । ମାତ୍ର ଇଲେକ୍ଟ୍ରିମ୍ୟାନ ବିଷୟରେ ଆପଣ କେବେ ଶୁଣିନଥିବେ । ଉତ୍ତରପ୍ରଦେଶର ମୁଜାଫରନଗରରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଠାରେ…

୧୦୦ ଟପିବ ତେଲ ଦର!

ନୂଆଦିଲ୍ଲୀ, ୮ ।୩: ସାରା ଦେଶରେ ତେଲ ଦର ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ନେଇ ଦେଶରେ ସାଧାରଣ ଲୋକଙ୍କ ଅସନ୍ତୋଷ ଲାଗି ରହିଛି । କ୍ରମାଗତ ଭାବରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ…

ସୌମେନ୍ଦ୍ର ହେଲେ ପୋଲିସ କମିଶନର, ଜାଣନ୍ତୁ ସୁଧାଂଶୁଙ୍କୁ ମିଳିଲା କେଉଁ ଦାୟିତ୍ୱ?

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ବରିଷ୍ଠ ଆଇପିଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର…

ରାଜ୍ୟରେ କଡାକଡି ହେବ ସଡକ ନିରାପତ୍ତା ନିୟମ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ରାଜ୍ୟରେ କଡାକଡି ହେବାକୁ ଯାଉଛି ସଡକ ନିରାପତ୍ତା ନିୟମ । ସଡକ ନିରାପର୍ତ୍ତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଦୁର୍ଘଟଣାଜନିତ…

ଜୈନ ମୁନୀଙ୍କ ଅଦ୍ଭୂତ ସାଧନା: ବିନା ଅନ୍ନ, ଜଳରେ ବିତାଇଲେ ୧୫୩ ଦିନ, ଆଉ ତା’ପରେ…

ବର୍ତ୍ତମାନ ଚାରିଆଡ଼େ ଜୈନ ମୁନୀ ପ୍ରସନ୍ନ ସାଗରଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି । ପ୍ରସନ୍ନ ସାଗର ମହାରାଜ ଏବେ ରାଜସ୍ଥାନର ଜୟପୁର ନିକଟସ୍ଥ ଦିଗମ୍ବର ଜୈନ କ୍ଷେତ୍ର ପଦ୍ମପୁରାରେ ଅବସ୍ଥାନ କରୁଛନ୍ତି । ୧୮୬ ଦିନର ମୌନ…

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲରେ ନିଆଁ ଲିଭାଇବ ଓଡ୍ରାଫ୍ ଟିମ୍ । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲିଭା କାର୍ଯ୍ୟରେ…