Browsing Category
Breaking News
ଏଣିକି ସହଜରେ ପାଇବେ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ୍
ନୂଆଦିଲ୍ଲୀ : ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଟୁଇଟର୍ ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ଆରମ୍ଭ ହୋଇଛି । ଅର୍ଥାତ୍ ଏବେ ଯେ କୌଣସି ଲୋକ ନିଜ ଟୁଇଟର୍ ଆକାଉଣ୍ଟକୁ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ କରିପାରିବେ । ତେବେ…
ଝାରପଡା ଜେଲରେ ୯୬ କଏଦୀ କରୋନ ପଜିଟିଭ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଓଡିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି…
ପରଲୋକରେ ହ୍ୟୁମାନ ସାଗରଙ୍କ ବାପା
କଟକ(ଓଡ଼ିଶା ଭାସ୍କର) : ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କର ନିଧନ ହୋଇଯାଇଛି । ହ୍ୟୁମାନ ସାଗରଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସେ…
ମାଆ କୋଳର ସୁରକ୍ଷା କବଚକୁ ଭେଦ କରିପାରିଲାନି ଭୟଙ୍କର ମିସାଇଲ୍, ଉଦ୍ଧାର ହେଲା ୫ ମାସର ଶିଶୁ
ନୂଆଦିଲ୍ଲୀ, ୨୧ା୫: ଇସ୍ରାଏଲ ଓ ହମାସ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଗାଜାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇବା ସହ ବିପୁଳ କ୍ଷୟକ୍ଷତି ଘଟିଛି । ତେବେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ…
ଦେଶରେ ଆଜି ୪୨୦୯ ମୃତ, ୨.୫୯ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ, ୨୧ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୯ ଜଣଙ୍କ…
ବିଳମ୍ବିତ ହୋଇପାରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଘୋଷଣା, ଚିନ୍ତାରେ ଛାତ୍ରଛାତ୍ରୀ
କଟକ, ୨୧ା୫ (ଓଡିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ନେଇ ଆଶଙ୍କା ଦେଖାଦେଇଛି । ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇକୁ ଅନୁସରଣ କରିଆସୁଥିଲା । କରୋନା ପାଇଁ ବର୍ତ୍ତମାନ ସିବିଏସଇ ତା’ର ମୂଲ୍ୟାୟନ…
କ୍ରୋଧ ଓ ମଦ ନିଶାର କମାଲ୍: ୧ କ୍ୱିଣ୍ଟାଲ ଓଜନର ମହିଳା ପତିଙ୍କ ମୁହଁ ଉପରେ ବସିପଡ଼ିଲେ, ଦୁଇ ମିନିଟ୍ ମଧ୍ୟରେ ଚାଲିଗଲା ଜୀବନ
ନୂଆଦିଲ୍ଲୀ, ୨୧ା୫: ଜଣେ ମହିଳାଙ୍କ ଅତ୍ୟଧିକ ଓଜନ ପାଇଁ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଛି । ଏଭଳି ଏକ ଘଟଣା ରୁଷରେ ଘଟିଛି । ରୁଷର ସାଇବେରିଆ ଅଞ୍ଚଳରେ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି ସମୟରେ ରାଗିକରି…
ପୋଲିସର ବଡ଼ଧରଣର ଏନକାଉଣ୍ଟର: ୧୩ ନକ୍ସଲ ମୃତ
ମୁମ୍ବାଇ, ୨୧ା୫: ମହାରାଷ୍ଟ୍ର ପୋଲିସ ଦ୍ୱାରା ଏକ ବଡ଼ଧରଣର ଏନକାଉଣ୍ଟର କରାଯାଇଛି । ଏହି ଏନକାଉଣ୍ଟରରେ ୧୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଗଡଚିରୋଲି ଜିଲ୍ଲାର ଏଟାପାଲି ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ…
ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଲେ ବି ଆପଣ କରୋନାରେ ସଂକ୍ରମିତ ହେବେ, ଆସନ୍ତୁ ଜାଣିବା ଏଥିପାଇଁ କ’ଣ କରିବେ
ରାଜ୍ୟରେ ବର୍ତ୍ତମାନ କରୋନା ସମସ୍ତଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ସଂକ୍ରମଣ ହ୍ରାସ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ତେବେ ଜନସାଧାରଣ ମଧ୍ୟ ଏନେଇ ସଚେତନ ରହିବା ଆବଶ୍ୟକ ।…
ଓଡ଼ିଶାରେ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…