fbpx
Browsing Category

Breaking News

ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କରେ ପରେ ଧୋକ୍କା: ଗିରଫ ହେଲା ପ୍ରେମିକ

ପୁରୀ, ୩ା୩ (ଓଡିଶା ଭାସ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଫସାଇଲା ପ୍ରେମ ଜାଲରେ । ପରେ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖିଲା । ଶେଷରେ ବିବାହ ପାଇଁ ଦେଇଥିବା ପୂର୍ବ…

ଶିମିଳିପାଳ ଜଙ୍ଗଲରେ ନିଆଁ ଘଟଣା ନେଇ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର, ୩ା୩ (ଓଡିଶା ଭାସ୍କର): ଗତ ତିନି ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଲାଣି । ଏହାଦ୍ୱାର ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି । ଏହି ଘଟଣାରେ…

ଘୋଡ଼ାର ଜନ୍ମଦିନରେ ମାଲିକ କାଟିଲେ ୫ ହଜାର ଟଙ୍କାର କେକ୍

ନୂଆଦିଲ୍ଲୀ, ୩ା୩: ପଶୁମାନଙ୍କ ପ୍ରତି ଆଜି ବି ମଣିଷର ଅତୁଟ ଭଲପାଇବା ରହିଛି, ଏହାକୁ ପ୍ରମାଣ କରିଛନ୍ତି ବିହାରର ଜଣେ ଯୁବକ । ଘୋଡ଼ାର ଜନ୍ମଦିନ ଅବସରରେ ଯୁବକ ଜଣକ ୫ ହଜାର ଟଙ୍କାର ଏକ କେକ୍ କାଟିଛନ୍ତି । ଏହାସହିତ…

ବିଜୁ ଜୟନ୍ତୀରେ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର, ୩ା୩ (ଓଡିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ସାଇକେଲ ଶୋଭାଯାତ୍ରା କରାଯିବ । ଆସନ୍ତା ମାର୍ଚ୍ଚ ମାସ…

୮ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଓ ହତ୍ୟା ଧମକ, ଭିଡିଓ ଭାଇରାଲ୍

ସୋର, ୩ା୩ (ଓଡିଶା ଭାସ୍କର): ୮ ଲକ୍ଷ ଟଙ୍କା ପାଇଁ ସୋର ଅଞ୍ଚଳର ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କୋଲକତାରେ ଯୁବକଙ୍କୁ ପଣବନ୍ଦୀ କରି ରଖାଯାଇଥିବା ଯୁବକଙ୍କ ସ୍ତ୍ରୀ ସୋର ଥାନାରେ ଅଭିଯୋଗ…

ଦେଶରେ ୨୪ ଘଣ୍ଟାରେ ୯୮ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୩୪୬କୁ ବୃଦ୍ଧି…

ହାତୀ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ରେଞ୍ଜର

ସମ୍ବଲପୁର, ୩ା୩ (ଓଡିଶା ଭାସ୍କର): ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାଶଙ୍କୁ ସରକାର ନିଲମ୍ବିତ କରିଛନ୍ତି । ତାଙ୍କ ବିରୋଧରେ ହାତୀ ସୁରକ୍ଷା ଅବହେଳା ନେଇ ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ୨୦୨୧…

ଭିଜିଲାନ୍ସ ଜାଲରେ ପ୍ରାଥମିକ ସ୍କୁଲ ଶିକ୍ଷକ

ସୋନପୁର, ୩ା୩ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଫସିଛନ୍ତି । ସୋନପୁର ଜିଲ୍ଲା ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ସାହୁଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ…

ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ

ସମ୍ବଲପୁର, ୩ା୩ (ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲାରେ ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ବରେଇପାଲି ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…

ଆଜି କୋଭିଡ୍-୧୯ ଟିକା ନେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩ା୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କରୋନା ଟିକା ନେବେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ସ୍ୱଦେଶୀ ନିର୍ମିତ ଟିକାର ପ୍ରଥମ ଡୋଜ୍ ନେବେ ରାଷ୍ଟ୍ରପତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…