fbpx
Browsing Category

Breaking News

ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଭଞ୍ଜନଗର,୨୫ ।୨(ଓଡିଶା ଭାସ୍କର): ଜଙ୍ଗଲ ଭିତରୁ ୨ଟି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଭଞ୍ଜନଗର ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲ ଭିତରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ଗୋଟିଏ ମୃତଦେହ ଗଛରେ ଝୁଲୁଥିବା…

ଯୁବତୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ!

କଟକ,୨୫ ।୨(ଓଡିଶା ଭାସ୍କର): ଜଳନ୍ତା ଘର ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଯୁବତୀ ଉଦ୍ଧାର ହୋଇଛନ୍ତି । ଘର ଭିତରୁ…

ସୋସିଆଲ ମିଡିଆ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୫ ।୨: ସୋସିଆଲ ମିଡିଆ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଓଟିଟି ଓ ସାମାଜିକ ଗଣମାଧ୍ୟମ…

ୟୁନିଅନ ବ୍ୟାଙ୍କରେ ଜଗା ପାଣ୍ଠି

ପୁରୀ,୨୫ ।୨(ଓଡିଶା ଭାସ୍କର): ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ରହିବ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଅର୍ଥ । ପୁରୀରେ ବ୍ୟାଙ୍କର୍ସମାନଙ୍କ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।…

ଅସହ୍ୟ ଖରା! ଅଂଶୁଘାତ ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି । କେଉଁ ଗାଁ, ପଡାରେ ଜଳାଭାବ ରହିଛି, ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ…

ପେଟ୍ରୋଲ ପମ୍ପ ପାଖରେ ଅଗ୍ନିକାଣ୍ଡ

କଟକ,୨୫ ।୨(ଓଡିଶା ଭାସ୍କର): କଟକ ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ଲାଗିଛି ନିଆଁ । ପାଖରେ ଥିବା ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବାର…

ରାଜ୍ୟରେ ଆଉ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୫ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ…

ଟିକା ନେଲେ ବିଏମସି କମିଶନର

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣର ଶେଷ ଦିନ । ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଏହାରି ମଧ୍ୟରେ ଆଜି କରୋନା ଟିକା ନେଇଛନ୍ତି ବିଏମସି…

କଂଗ୍ରେସ ଭବନରେ ଗଣ୍ଡଗୋଳ

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): କଂଗ୍ରେସ ଭବନରେ ଆଜି୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି…