Browsing Category

Breaking News

ଓଡିଶାରେ ଆଜି ୧୦,୬୪୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୦ ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

କରୋନାରେ ସଂକ୍ରମିତ ହୋଇଥିଲେ ଖାଆନ୍ତୁ ଏହି ଖାଦ୍ୟ

ସାରା ଦେଶରେ କରୋନା ମହାମାରୀ ବଢିବଢି ଚାଲିଛି । ଏହି ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ କରୋନା ବାଧ୍ୟ କରିଛି । ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି, ତେବେ ଏହି ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ…

ଓଡିଶାରେ ୧୪ରେ ପାଳନ ହେବ ‘ଇଦ୍‌’ ପର୍ବ

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ ଆସନ୍ତା ୧୪ ତାରିଖରେ ପବିତ୍ର ‘ଇଦ୍‌’ ପର୍ବ ପାଳନ ହେବ । ଏନେଇ ଅଂଜୁମାନ ଇସଲାମିଆ ଏହଲେ ସୁନ୍ନତଅଲ ଜମାତ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି । କୋଭିଡ କଟକଣା ମଧ୍ୟରେ…

କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଲେ ନବକିଶୋର

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ଵ ଦିଆଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି…

ଖୁସି ଖବର : ଓଡ଼ିଶାରେ ଆଜି ୮୫୪୭ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୨।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୫୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରେ ଆଜି ୧୨୯୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୨୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଜଗତସିଂହପୁରରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଜାଣନ୍ତୁ କେଉଁ ପଞ୍ଚାୟତ?

ଜଗତସିଂହପୁର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଜଗତସିଂହପୁର ସଦର ତରତଙ୍ଗ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୩,୪ ଓ ୫ ନମ୍ବର ୱାର୍ଡକୁ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ପକ୍ଷରୁ ଚୂଡାନ୍ତ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର, ୧୨/୦୫: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ  । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ନେଇ ଚୂଡାନ୍ତ ଚାର୍ଜସିଟ ଦାଖଲ ସହ ତଦନ୍ତ ପ୍ରକ୍ରିୟା…

ଓଡିଶାରେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): କୋଭିଡ ସମୟରେ ମେଡିକାଲରେ ରୋଗୀ ସଂଖ୍ୟା ବଢିଚାଲିଥିବା ବେଳେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ ।…

କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ ରାଜ୍ୟ ସରକାରଙ୍କ ସୂଚନା-’ଭୟ କଲେ କରୋନା ବଢିବ’

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କଟକ ଉତ୍କର୍ଷ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ…