fbpx
Browsing Category

Breaking News

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ଏଣିକି ମାଟ୍ରିକ୍ ସାର୍ଟିଫିକେଟ୍ ଅନଲାଇନରେ ଉପଲବ୍ଧ ହେବ । ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ୍ ଆଦି ଡିଜିଟାଲରେ ମିଳିବ । । ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ…

ଆରମ୍ଭରୁ ହଟ୍ଟଗୋଳ: ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

କଟକ, ୧୯ା୨ (ଓଡିଶା ଭାସ୍କର): ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଛନ୍ତି । ଚାଷୀ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥା ନେଇ ହୋହାଲ୍ଲା…

ଦେଶରେ ୨୪ ଘଣ୍ଟାରେ ୯୭ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୧୧କୁ ବୃଦ୍ଧି…

ପାରିବାରିକ କଳହ: ପତ୍ନୀଙ୍କୁ ହାତୁଡ଼ିରେ ପିଟି କଲେ ହତ୍ୟା, ପରେ ସୁଇସାଇଡ୍ କଲେ ସ୍ୱାମୀ

ଥାନେ, ୧୯ା୨: ମହାରାଷ୍ଟ୍ରରେ ଏକ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପତ୍ନୀଙ୍କ ସହ ଝଗଡ଼ାକୁ ନେଇ ଚାପଗ୍ରସ୍ତ ହୋଇ ଯୁବକ ଜଣକ ଏହି କାଣ୍ଡ ଭିଆଇଛନ୍ତି…

ବିବାହ ଭୋଜି ଖାଇ ୮୦ ଅସୁସ୍ଥ

ଭଦ୍ରକ, ୧୯ା୨ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ଏକ ବିବାହ ଭୋଜି ଖାଇ ୮୦ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ଚୁନିଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଭଦ୍ରକର କଲେଇ ପଞ୍ଚାୟତର…

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଟଳିଲେ ୩ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୧୯ା୨: ଜାମ୍ମୁକାଶ୍ମୀରରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ତେବେ ମୃତ…

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଗତକାଲି…

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ପୁରୀ, ୧୯ା୨ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଶାସନିକ ଅଧିକାରୀ ଓ ସେବାୟତ କଙ୍ଗନାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ, ୧୯ା୨: ‘ନାସା’ର ମଙ୍ଗଳ ମିଶନ୍ ସଫଳ ହୋଇଛି । ଅନ୍ତରୀକ୍ଷରେ ‘ନାସା’କୁ ଐତିହାସିକ ସଫଳତା ମିଳିଛି । ଦୀର୍ଘ ୭ ମାସର ଯାତ୍ରା କରିବା ପରେ ଗତକାଲି ୨ଟା ୨୫ ମିନିଟରେ ମଙ୍ଗଳ ପୃଷ୍ଠରେ ‘ନାସା’ର ମାର୍ସ…

ପାକିସ୍ତାନରେ ଇଣ୍ଟରନେଟ୍ ସେବା ଠପ୍

ଇସ୍ଲାମାବାଦ୍, ୧୮ । ୨: ପଡୋଶୀ ଦେଶ ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । ସମୁଦ୍ର ମଧ୍ୟରେ ବିଛା ଯାଇଥିବା ୬ଟି ଅନ୍ତରାଷ୍ଟ୍ରୀୟ…