fbpx
Browsing Category

Breaking News

ବିଜେପି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଇନ ଶୃଙ୍ଖଳା, ସୀମା ବିବାଦ ଓ ମଣ୍ଡି ସମସ୍ୟା ନେଇ…

ଏହି କାରଣରୁ ଝିଅମାନେ ପାର୍ଟନରଙ୍କୁ ଅଧାବାଟରୁ ଛାଡ଼ି ଚାଲି ଯାଆନ୍ତି

ପ୍ରେମ ଏକ ସୁନ୍ଦର ଅନୁଭବ । ଏହାକୁ ଶବ୍ଦରେ ବା ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ, କେବଳ ଅନୁଭବ କରିହେବ । କୁହାଯାଏ, ସମସ୍ତେ ଜୀବନରେ ଦିନେ ନା ଦିନେ ପ୍ରେମ କରନ୍ତି, କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ…

ଆଜି ବି କମିଲା ସୁନା: କିନ୍ତୁ ମହଙ୍ଗା ହେଲା ରୂପା, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ,୧୬ ।୨: ଭାରତୀୟ ବଜାରରେ ଆଜି ବି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି । ଦିଲ୍ଲୀ ସାରାଫା ବଜାରରେ ମଙ୍ଗଳବାର ଅର୍ଥାତ୍ ୧୬ ଫେବୃଆରୀ ୨୦୨୧ ଦିନ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ମାତ୍ର ୯ ଟଙ୍କା ହ୍ରାସ…

ଭାରତରେ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍, ବର୍ତ୍ତମାନ ସୁଦ୍ଧା ୪ ଜଣ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ ,୧୬ ।୨: ଭାରତରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ ଜଣଙ୍କ ମଧ୍ୟରେ କୋଭିଡ୍ -୧୯ ର ଏହି ନୂଆ ଷ୍ଟ୍ରେନକୁ ଦେଖିବାକୁ ମିଳିଛି । ସମସ୍ତ…

ଆସନ୍ତା ୨୦ ଯାଏଁ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): କାଲିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷା ଓ ଘଡଘଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ଟି…

ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି

ପୁରୀ,୧୬ ।୨(ଓଡିଶା ଭାସ୍କର): ପୁରୀ ଚନ୍ଦ୍ରଭାଗା ମାଘ ମେଳା ପଡିଆରେ ୧୪୪ ଧାରା ଜାରି ହୋଇଛି । କରୋନା ଦୃଷ୍ଟିରୁ ଜନସମାଗମ ରୋକିବାକୁ ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । ୧୮ ଫେବ୍ରୁଆରୀ ଦିନ ୧୧ଟାରୁ ୧୯ ତାରିଖ ଦିନ…

ଏଣିକି ପ୍ରବଚନ ଦେଇପାରିବେ ସାରଥି

କଟକ,୧୬ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ବିଷୟରେ ବଡ ଖବର । ଏଣିକି ପ୍ରବଚନ ଦେଇପାରିବେ ସାରଥି । ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ ଶହ…

‘ପରୀ’ ମାମଲାରେ ଚାର୍ଜସିଟ୍ ଦାଖଲ କଲା SIT

ଭୁବନେଶ୍ୱର ,୧୬ ।୨(ଓଡିଶା ଭାସ୍କର): ନୟାଗଡ କୋର୍ଟରେ ‘ପରୀ’ ମାମଲାରେ ଚାର୍ଜସିଟ ଦାଖଲ କରିଛି ଏସଆଇଟି । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପରୀର ଫ୍ରକରୁ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ଥିବା…

କେନାଲକୁ ବସ୍ ଖସିବାରୁ ୩୮ ମୃତ, ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ସିଦ୍ଧି,୧୬ ।୨: ମଧ୍ୟପ୍ରଦେଶର ସିଦ୍ଧିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । କେନାଲକୁ ବସ୍ ଖସିପଡିବାରୁ ବର୍ତ୍ତମାନ ସୁଦ୍ଧା ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ରିୱା-ସିଦ୍ଧି ସୀମା ନିକଟରେ ଏହି…