fbpx
Browsing Category

Breaking News

ବନ୍ଧାହେଲେ ରସିକିଆ ଅଜା: ପ୍ରଲୋଭନ ଦେଖାଇ କରିଥିଲେ ନାତୁଣୀଙ୍କୁ ଗଭର୍ବତୀ

ବାଲିଚନ୍ଦ୍ରପୁର, ୨ା୨ (ଓଡିଶା ଭାସ୍କର): ରସିକିଆ ପଣ ଯୋଗୁଁ ଜଣେ ଅଜାଙ୍କୁ ଜେଲକୁ ଯିବାକୁ ପଡ଼ିଛି । ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତବସନ୍ତ ପଞ୍ଚାୟତରେ ଏହି ଅଭାବନୀୟ ଘଟଣାଟି ଘଟିଛି । ତେବେ ୨୮ ବର୍ଷୀୟ ରସିକିଆ ଅଜା…

ବିଧାନସଭାରେ ଏଥର ରହିବ ପ୍ରଶ୍ନକାଳ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ ।…

ସନ୍ ଅଗ୍ନିକାଣ୍ଡ: ୭ ଦିନ ମଧ୍ୟରେ ରିପୋର୍ଟ ନିର୍ଦ୍ଦେଶ

କଟକ, ୨ା୨ (ଓଡିଶା ଭାସ୍କର): ଗତକାଲି କଟକ ଜିଲ୍ଲା ତୁଳସୀପୁର ସ୍ଥିତ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଗ୍ମ ଭାବେ…

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି  । ଝରାଫୁଲ ମୃତ୍ୟୁ ଘଟଣାକୁ ନେଇ ସିନ୍ ରିକ୍ରିଏଟ କରିଛି…

ଆପଣ ଶରୀରର ହାଡ଼ରୁ ବାହାରୁଥିବା ଶବ୍ଦ କେବେ ଶୁଣିଛନ୍ତି କି, ଜାଣିନିଅନ୍ତୁ ଏହା କେଉଁ ରୋଗର ସଙ୍କେତ

ଆମ ଶରୀରରେ ହାଡ଼ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରର ବିଭିନ୍ନ ଅଂଶର ଜଏଣ୍ଟମାନଙ୍କରେ ଏକାଧିକ ହାଡ଼ ଏକତ୍ରିତ ହୋଇଥାନ୍ତି । ଆମର ଗଣ୍ଠିରେ ଥିବା ହାଡ଼ ବହୁତ ଶକ୍ତିଶାଳୀ ହୋଇଥାଏ, ମାତ୍ର ତାହା କାର୍ଟିଲେଜ୍ ଦ୍ୱାରା…

ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ମିଶ୍ରଣ ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଓଜନ ବୃଦ୍ଧି ଏକ ମୁଖ୍ୟ ସମସ୍ୟା । ତେବେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଏପରିକି ଫ୍ୟାଟ୍ ବର୍ଣ୍ଣର ଭଳି ମେଡିସିନ ବ୍ୟବହାର କରିବା…

ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): ରାଜ୍ୟର ଟ୍ୱିନ୍ ସିଟିରେ ଗତ କିଛିଦିନ ହେବ ନକଲି ଜିନିଷ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଭୁବନେଶ୍ୱର ଅନ୍ତର୍ଗତ ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ…

୧୦ରୁ ୟୁଜି, ପିଜି ପାଠପଢା ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): କରୋନା କାଳରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଖୁସି ଖବର । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ପିଜି ପ୍ରଥମ ବର୍ଷ ପାଠପଢା । ୟୁଜି ଦ୍ୱିତୀୟ ବର୍ଷ ପାଠପଢା ମଧ୍ୟ ୧୦…

ଏମିତି ବି ଆସେ ମୃତ୍ୟୁ! ମୋବାଇଲରେ ଗପୁଥିବା ବେଳେ ଚଢିଗଲା ଟ୍ରେନ୍

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି ବି କହିପାରିବେ ନାହିଁ । ଏମିିତି ଏକ ଘଟଣା କଟକ ଶିଖରପୁର ଲେବଲକ୍ରସିଂ ନିକଟରେ ଘଟିଯାଇଛି । ଲେବଲ କ୍ରସିଂ ପାର୍ ହେଉଥିବା ବେଳେ…

ବସ୍ ଟର୍ମିନାଲ ନିର୍ମାଣ କାମରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ,୨ ।୨(ଓଡିଶା ଭାସ୍କର): କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗରେ ଆସିଛି ରାୟ । ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ଖାନନଗର କାଳୀ ମନ୍ଦିରର…