fbpx
Browsing Category

Breaking News

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ ,୬।୧: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ…

ରାଜ୍ୟରେ ଆଜି ୨୩୧ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଶୂନ୍

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ ୬ ମାସ ପରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ ମୃତ୍ୟୁ ହୋଇନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଏଣିକି ସର୍ବସାଧାରଣ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପୂର୍ବରୁ ବୟସସୀମା ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏଣିକି ସବୁ ବୟସର ଲୋକ…

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କେନ୍ଦ୍ର ସୂଚନା ଅନୁସାରେ ଆଗାମୀ ୧୦ ଦିନ ଭିତରେ ଓଡିଶାରେ ପହଞ୍ଚିବ ଟିକା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ଟିକା ପହଞ୍ଚିବା…

RSP ରେ ବିଷାକ୍ତ ଗ୍ୟାସ୍ ଲିକ୍: ୨ ମୃତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଚାଲିଯାଇଛି ୨ ଜୀବନ । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକ ମୃତ ।…

ଫାୟାର ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଫାୟାର ପାର୍କର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ସେବାର ୱେବସାଇଟ ବି ଲୋକାର୍ପଣ କରିଛନ୍ତି ।…

ଲଳିତ କଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ୨୦୨୦-୨୧ ବର୍ଷ ପାଇଁ ଲଳିତ କଳା ଏକାଡେମୀ ପୁରସ୍କାର ଘୋଷିତ ହୋଇଛି । ଶ୍ରେଷ୍ଠ କୃତି ପାଇଁ ୮ଜଣ ଶିଳ୍ପୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇବେ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଞ୍ଜନ କର ଓ…

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ,୫ ।୧: କରୋନା କାଳ ମଧ୍ୟରେ ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୫ ଯାଏ ଚାଲିବ । ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର…

ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ,୫ ।୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ…

ଶୋଇବା ସମୟରେ ତକିଆ ବ୍ୟବହାର କରିବା ଦ୍ୱାରା ହୋଇଥାଏ ଏହିସବୁ ରୋଗ

କିଛି ଲୋକ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ବିନା ତକିଆରେ ଅନେକଙ୍କୁ ନିଦ ଆସେ ନାହିଁ । କିନ୍ତୁ ଏହି ତକିଆର ବ୍ୟବହାର ଦ୍ୱାରା ଆପଣ ବହୁ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ ନିୟମିତ ଶୋଇବା ସମୟରେ ତକିଆ…