Browsing Category
Breaking News
ଏୟାରଟେଲ୍ ପରେ Jio ଦେଲା ମହଙ୍ଗା ଝଟକା, ୨୧ ପ୍ରତିଶତ ବଢ଼ିଲା ପ୍ରିପେଡ୍ ପ୍ଲାନ୍ସ
ନୂଆଦିଲ୍ଲୀ: ଏୟାରଟେଲ୍ ଓ ଭିଆଇ ପରେ ରିଲାଏନ୍ସ ଜିଓ ମଧ୍ୟ ମହଙ୍ଗା ମାଡ଼ର ଝଟକା ଗ୍ରାହକଙ୍କୁ ଦେଇଛି । ଏବେ ଜିଓ ପକ୍ଷରୁ ପ୍ରିପେଡ୍ ପ୍ଲାନ୍ସ ମହଙ୍ଗା କରିବା ନେଇ ଘୋଶଣା କରାଯାଇଛି । ଏବେ ପ୍ରିପେଡ୍ ପ୍ଲାନ୍ସ ଗୁଡ଼ିକର…
ଆସନ୍ତା ୧ ତାରିଖରୁ ବଦଳିଯିବ Aadhaar, UAN, Credit Card, Bank, LPG ନିୟମ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ
ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ । ତେବେ ଆସନ୍ତ ମାସ ପହିଲାରୁ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଜନତାଙ୍କ ପାଇଁ ଏହି ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଏହା…
ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ବ୍ୟକ୍ତି କୋଭିଡ୍ ପଜିଟିଭ୍, ଆଇସୋଲେସନକୁ ପଠାଇଲେ ଅଧିକାରୀ; ଓମିକ୍ରୋନକୁ ନେଇ ଆଲର୍ଟ ଜାରି
ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନର ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱକୁ ଭୟରେ ପକାଇଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ପ୍ରଭାବଶାଳୀ । ତେବେ ଭାରତ ସରକାର ଏହି…
ଆଜିଠାରୁ MBBS ଓ BDS ନାମଲେଖା ପାଇଁ କାଉନସେଲିଂ ଆରମ୍ଭ
ନୂଆଦିଲ୍ଲୀ: ଆଜିଠାରୁ ଡାକ୍ତରୀ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ ଓ ବିଡିଏସରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କାଉନସେଲିଂ ହେବ । ସରକାରୀ ଓ ହାଇଟେକ୍ ମେଡିକାଲ କଲେଜରେ…
‘Omicron’ରେ ୩୦ରୁ ଅଧିକ ମ୍ୟୁଟେସନ୍, ଟିକାର ପ୍ରଭାବଶୀଳତାକୁ କରିପାରେ କମ୍: ଡା. ରଣଦୀପ ଗୁଲେରିୟା
ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ କୁ ନେଇ ବିଶ୍ୱବ୍ୟାପୀ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଅନ୍ୟ ଦେଶ ଗୁଡ଼ିକ ପରି ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଏହି ନୂତନ…
ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା ମୃତଦେହ
କରଞ୍ଜିଆ (ଭାସ୍କର ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟଘ୍ର ପ୍ରକଳ୍ପ ତଥା ଏସିଆର ଦୂତୀୟ ଜୈବ ମଣ୍ଡଳ ।ଏହି ଜୈବ ମଣ୍ଡଳରେ ଘଟିଛି ଏକ ଅଭାବନୀୟ ଘଟଣା । ପାହାଡ଼ରୁ ଖସି ଏକ ମାଇ ହାତୀର ମୃତ୍ୟୁ…
ପ୍ରେମ ବିବାହରୁ କରୁଣ ପରିଣତି: ମହିଳାଙ୍କ ହାତଗୋଡ ବାନ୍ଧି କିରୋସିନ୍ ଢାଳି ନିଆଁ ଲଗେଇ ମାରିଦେଲେ
ତିହିଡି (ଭାସ୍କର ନ୍ୟୁଜ୍): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ । ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ…
ଦରବୃଦ୍ଧି, ତୈଳଦର, ଚାଷୀ ଆନ୍ଦୋଳନ ଆଦିକୁ ନେଇ କେନ୍ଦ୍ରକୁ ଘେରିବେ ବିରୋଧୀ; କୃଷି ଆଇନ ଉଚ୍ଛେଦ ବିଲ୍ ହେବ ଆଗତ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ତେବେ ଚଳିତ ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ ବିଲ୍ ପାସ ହେବ । ତେଣୁ ସମସ୍ତଙ୍କ ନଜର ଏବେ ଏହାଉପରେ ରହିବ । ପ୍ରଥମ ଦିବସରେ ହିଁ କେନ୍ଦ୍ର କୃଷି…
କାନପୁର ଟେଷ୍ଟ: ୨୩୪/୭ ରନ୍ରେ ଭାରତର ଦ୍ୱିତୀୟ ପାଳି ସମାପ୍ତି ଘୋଷଣା, ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ ବିଜୟ ଲକ୍ଷ୍ୟ
କାନପୁର: ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୨୮୪ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ପ୍ରଥମ ଇନିଂସରେ ୩୪୫ ରନ କରିଥିବା ଭାରତ ଦ୍ୱିତୀୟ…
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ
ନୂଆଦିଲ୍ଲୀ,: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ ବୋଲି…