Browsing Category

Breaking News

ଡ୍ୟୁଟିରେ CRPF ଯବାନଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୫ ଲକ୍ଷ, ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ଯଦି କୌଣସି ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ଏବେ ୨୧.୫ ଲକ୍ଷ ବଦଳରେ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତ ଯୋଗାଇ ଦିଆଯିବ । ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ ଏନେଇ…

ରାଜ୍ୟରେ ଧୀରେଧୀରେ ମୁଣ୍ଡ ଟେକୁଛି କରୋନା, ଆଜି ୩୩୫ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେତନଟି(ଓଡ଼ିଶା ଭାସ୍କର): ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବେତନଟି ଥାନା ଭୋଦୁଶୋ ଗାଁର କେନାଲ୍ ନିକଟରେ ଥିବା ଏକ ଗଛରୁ ମୃତଦେହ ମିଳିଛି । ମୃତ ନାବାଳିକର ବୟସ ୧୬ ଓ…

୧୫ରୁ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଇଲେ ଲାଗିବ ଗ୍ରୀନ ଟ୍ୟାକ୍ସ, ନିୟମ ସଂଶୋଧନ କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ପୁରୁଣା ଗାଡ଼ି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ୧୫ହଭ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଉଥିଲେ ଆପଣଙ୍କୁ ଏଥିପାଇଁ ଗ୍ରିନ ଟ୍ୟାକ୍ସ ଦେବାକୁ ପଡ଼ିବ । ନୂଆ ଟ୍ୟାକ୍ସ…

ରାଜଧାନୀରେ ପେଟ୍ରୋଲ-ଡିଜେଲ୍ ଗାଡ଼ି ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍, କେବଳ ଗଡ଼ିବ ସିଏନଜି-ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ୍ ସରକାର ଲଗାତର ପୟାସ କରିଚାଲିଛନ୍ତି । ହେଲେ ବାୟୁରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ଦ୍ରୁତ ପ୍ରଦୂଷଣକୁ ରୋକିବା ପାଇଁ…

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସାଇନ୍ସ ପାର୍କ ନିକଟରେ ଯୁବକଙ୍କୁ ହୋଇଛି ଛୁରାମାଡ଼ । ୨୫କୁ ଅଧିକ ଯୁବକ ଘେରିଯାଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଏହି…

‘ମୁଁ ଚଣ୍ଡିଗଡ଼ରେ ଅଛି, ଖୁବଶୀଘ୍ର ମୁମ୍ବାଇ ଯିବି’, ନିଖୋଜ ପରମବୀର ସିଂହଙ୍କ ସନ୍ଧାନ ମିଳିଲା

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ସନ୍ଧାନ ମିଳିଛି । ତେବେ ସେ ବର୍ତ୍ତମାନ ଚଣ୍ଡିଗଡ଼ରେ ଅଛନ୍ତି ଓ ଖୁବଶୀଘ୍ର ମୁମ୍ବାଇ ଯିବେ ବୋଲି ପରବବୀର ଏକ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି…

ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର, ଖାତାରୁ ଉଠାଇ ପାରିବେନି ୧୦ହଜାରରୁ ଅଧିକ ଟଙ୍କା; ଜାଣନ୍ତୁ କଣ କହିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜଣେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଇବାର ସୀମା ସ୍ଥିର କରିଛି । ଏବେ ଠାରୁ ଗ୍ରାହକ ମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଆରବିଆଇ ବୁଧବାର ଦିନ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଅନଭିଜ୍ଞ ପ୍ଲେଇଂ-୧୧କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୩-୦ରେ କବଜା କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ । କାନପୁରରେ ଘରୋଇ ଦଳକୁ ଭରପୁର ଫାଇଦା ମିଳିବାର ସମ୍ଭାବନା ରହିଛି । ଅପରପକ୍ଷେ ଅଧିନାୟକ…

ରେଳବାଇ ଦେଲା ବଡ଼ ଆଶ୍ୱସ୍ତି: ୫୦ ନୁହେଁ ଏଣିକି ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେଳବାଇ ଲାଗୁ କରିଥିବା ସବୁ କଟକଣାକୁ ହଟାଇବା ଆରମ୍ଭ କରିଛି । ନିକଟରେ ରେଳବାଇ ସମସ୍ତ ସ୍ପେଶାଲ୍ ଟ୍ରେନ୍ କୁ ସମାପ୍ତ କରି…