Browsing Category
Breaking News
ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ପୂଜା ଗାଇଡଲାଇନ୍, ଜାଣନ୍ତୁ କ’ଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କମିଥିଲେ ବି ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ପାର୍ବଣ ଋତୁ ସମୟରେ ଭିଡ଼ ବଢ଼ୁଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହାରି ମଧ୍ୟରେ ଅକ୍ଟୋବର ନଭେମ୍ବର…
ବଢ଼ିଲା ଜେଲ୍ ସୁରକ୍ଷା: ଜଗିବ ଡ୍ରୋନ
ଭୁବନେଶ୍ୱର: ଜେଲରେ ବଢ଼ିବ ସୁରକ୍ଷା, ଏଣିକି ଜେଲ୍ ଜଗିବ ଡ୍ରୋନ । ସମ୍ବେଦନଶୀଳ ଜେଲ୍ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ୍ । ଡ୍ରୋନ୍ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ରଖାଯିବ ନଜର । ଜେଲରେ ଅପରାଧୀଙ୍କ…
ବଡ଼ ଖବର: ମାଟିତଳୁ ମିଳିଥିବା ସାମଗ୍ରୀ ମମିତାଙ୍କର ବୋଲି ସ୍ପଷ୍ଟ
କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ହେବା ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଆଜି ହାଇସ୍କୁଲର ନିର୍ମାଣଧୀନ ଷ୍ଟାଡିୟମ ଖୋଳାଯାଇଥିଲା । ଏହି…
ପାର୍ବଣ ଋତୁରେ ଶସ୍ତା ହେବ ଖାଇବା ତେଲ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ତେଲର ବର୍ଦ୍ଧିତ ଦର ଯୋଗୁଁ ଛଟପଟ ହେଉଥିବା ଜନସାଧାରଣ ଖୁବଶୀଘ୍ର ପାଇବେ ଶସ୍ତାରେ ଖାଇବା ତେଲ । ପାର୍ବଣ ଋତୁରେ ଲୋକମାନଙ୍କୁ ଶସ୍ତାରେ ତୈଳ ଯୋଗାଇବା ଉଦ୍ଦେଶ୍ୟରେ…
ଶେଷଥର ପାଇଁ ଗୋବିନ୍ଦଙ୍କ ଗାଡ଼ିରେ ଯାଇଥିଲେ ମମିତା, ମାଆଙ୍କୁ ଫୋନ୍ କରି କହିଥିଲେ….
ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ରାଜନୀତି ଜୋର ଧରିଛି । ଏହା ମଧ୍ୟରେ ମାମଲାକୁ ନେଇ ସାମ୍ନାକୁ ଆସିଛି…
ମମିତା ମେହେର ନିଖୋଜ ମାମଲା: ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼
ଭୁବନେଶ୍ୱରରେ: ମମିତା ମେହେର ନିଖୋଜ ମାମଲାରେ ତାତିଲା ଛାତ୍ର କଂଗ୍ରେସ । ମଙ୍ଗଳବାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି…
ବଢ଼ିଗଲା ପୁରସ୍କାର ରାଶି, ଏଣିକି ଗୋବିନ୍ଦଙ୍କୁ ଧରାଇଲେ ମିଳିବ ଲକ୍ଷେ
ବଲାଙ୍ଗିର(ଓଡ଼ିଶା ଭାସ୍କର): ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି ।…
ମାର୍କ ବଢ଼ାଇବାକୁ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ
ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି । ଝିଅମାନଙ୍କ ମାର୍କ ବଢ଼ାଇବାକୁ ଦେହ ବ୍ୟବସାୟ କରାଯାଉଥିଲା…
TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର…
ଶିକ୍ଷୟତ୍ରୀ ହତ୍ୟା ଘଟଣା: ‘ପୋଲିସ୍ କହିଥିଲା ମୁହଁ ଖୋଲନି’- ମମିତାଙ୍କ ବଡ଼ବାପା
ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ପରିସରରେ ଥିବା ଷ୍ଟାଡିୟମ୍ କୁ ଖୋଳାଯାଇଥିଲା । ତେବେ ଏହି ଖୋଦେଇ କରିବା ବେଳେ…