fbpx
Browsing Category

Breaking News

ବିଧାନସଭାରେ ପାରିତ ହେଲା ୫ଟି ବିଲ୍, ଜାଣନ୍ତୁ କେଉଁଟି?

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ବିଧାନସଭାରେ ଆଜି ପାରିତ ହୋଇଛି ୫ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍ ୫ଟି ବିଲ ପାରିତ ହୋଇଛି । ସେଥିମଧ୍ୟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍ ମଧ୍ୟ…

ସ୍କୁଲ ଖୋଲିବା ମାତ୍ରେ ୨୭ ଛାତ୍ର ହେଲେ ପଜିଟିଭ୍

ହାଇଦ୍ରାବାଦ, ୬  ।୧୦: ଅନଲକ୍ ୫ର ନୂଆ ଗାଇଡଲାଇନ୍ ମୁତାବକ କେନ୍ଦ୍ର ସରକାର ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ଏନେଇ ଅନେକ ରାଜ୍ୟରେ କଟକଣା ସହ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି ।…

ଭୁବନେଶ୍ୱରେ ଗୋଟିଏ ଦିନରୁ ପୁଣି ବାହାରିଲେ ୩୬୫ ପଜିଟିଭ୍

ଭୁବନେଶ୍ୱର, ୬ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୬ ।୧୦: ପଦାର୍ଥ ବିଜ୍ଞାନ ପାଇଁ ଆଜି ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୨୦ ପାଇଁ ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ରୋଜର ପେନରୋଜ୍, ରେନହାର୍ଡ ଗେଞ୍ଜେଲଙ୍କ ସମେତ ଆଣ୍ଡ୍ରିଆ ଘେଜଙ୍କୁ…

ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ ଏ ଚେଲ୍ଲା କୁମାର ଆଜି ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲା କୁମାର ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି…

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ?

ନୂଆଦିଲ୍ଲୀ,୬।୧୦ : କରୋନା ସଙ୍କଟ ସମୟରେ ଗତ କିଛିଦନ ଧରି ଲଗାତାର ସୁନା ଦର କମିବାରେ ଲାଗିଛି । ଆଜି ମଧ୍ୟ ସୁନା ଦର ହ୍ରାସ ପାଇଛି । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ରିୟା

ମୁମ୍ବାଇ,୬।୧୦ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଲାଗିଛି ଝଟକା । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି…

ସ୍କୁଲ ଖୋଲିବା ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): କରୋନା ଯୋଗୁଁ ବନ୍ଦ ପଡିଛି ଶିକ୍ଷାନୁଷ୍ଠାନ । ଅନେକ ରାଜ୍ୟ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଓଡିଶାରେ ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ…