fbpx
Browsing Category

Breaking News

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ…

ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ । ତାଙ୍କ ସ୍ୱାମୀ ମଧ୍ୟ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗତ ୧୦ ତାରିଖ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ…

ଆସନ୍ତା ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ଥିବା ବେଳେ ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ପଶଚିମ ଓଡ଼ିଶାରେ ୩ଦିନ ପ୍ରବଳ…

ଗୋଟିଏ ଦିନରେ ୯୭,୫୭୦ ଆକ୍ରାନ୍ତ ଚିହ୍ନଟ ଓ ୧୨୦୧ ଜଣ ମୃତ

ନୂଆଦିଲ୍ଲୀ, ୧୨ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୯୭,୫୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

ଭୁବନେଶ୍ୱର, ୧୨/୯(ଓଡ଼ିଶା ଭାସ୍କର): ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ  ହୋଇଛି।୮୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ…

ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିବାକୁ ଚାହୁଁଛନ୍ତି କି ?

ଆଜିକାଲି ଓଠରେ କେମିକାଲ ଲିପ୍ସଷ୍ଟିକ ଲଗାଇ ଓଠ କଳା କରିବାରେ ଲାଗିଛନ୍ତି ଝିଅ। କିନ୍ତୁ ଆପଣ ଯଦି ନିଜ ଓଠକୁ ପ୍ରାକୃତିକ ଉପାୟରେ ଲାଲ କରିବାକୁ ଚାହାଁନ୍ତି, ତେବେ ଆପଣାନ୍ତୁ ଦେଶୀ ଘିଅ। କାରଣ ଦେଶୀ ଘିଅରେ ଥିବା…

ଓଡିଶାରୁ ଗୁଜୁରାଟକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର,୧୨/୯(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଗୁଜୁରାଟକୁ ଆଜିଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା ୭ଟା ୫୫ରୁ ଭୁବନେଶ୍ୱରରୁ ଛାଡିବ ଏହି ଟ୍ରେନ୍ । ସେପ୍ଟେମ୍ବର ୧୩ ଅପରାହ୍ଣ…

କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ, ବଦଳିଗଲେ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ,୧୧/୯: ଆଜି କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହୋଇଛି। କଂଗ୍ରେସର ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ବାଦ ପଡିଛନ୍ତି ଗୁଲାମନବୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି,…