Browsing Category

Breaking News

ଗଞ୍ଜାମରେ ପୁଣି ଷ୍ଟୋନ୍‌ମ୍ୟାନ୍‌ ଆତଙ୍କ: ପଥରରେ ଛେଚି ଜଣଙ୍କୁ ନିର୍ମମ ହତ୍ୟା, ଲୋକ ଭୟଭୀତ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଷ୍ଟୋନମ୍ୟାନ୍‌ ଆତଙ୍କ ଦେଖାଦେଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଲୋକମାନେ ଭୟଭୀତ ହୋଇପଡିଛନ୍ତି…

ବାରବାଟୀରେ ଫଟାଫଟ୍‌ କ୍ରିକେଟ୍‌ର ମଜା ନେବେ ଓଡ଼ିଶାବାସୀ, ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ/କଟକ,(ଭାସ୍କର ନ୍ୟୁଜ୍‌): ଆସନ୍ତା ବର୍ଷ ଫେବୃଆରୀ ୧୫ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡ଼ିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଏହାକୁ ନେଇ ରାଜ୍ୟର…

ପର୍ଣ୍ଣୋଗ୍ରାଫୀ ମାମଲା: ରାଜ୍ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ଆଜି ଜାମିନ୍ ପ୍ରଦାନ କରାଯାଇଛି । ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ…

ପରମ୍ପରା ନାମରେ ୧୫୦୦ ଡଲଫିନଙ୍କୁ ଦିଆଗଲା ବଳି, ରକ୍ତରେ ସମୁଦ୍ରର ରଙ୍ଗ ହେଲା ଲାଲ୍

ନୂଆଦିଲ୍ଲୀ: ପରମ୍ପରାର ଦ୍ୱାହି ଦେଇ ନୀରିହ ପଶୁ ପକ୍ଷୀ ମାନଙ୍କୁ ବଳି ଦେବା କଥା ତ ଆପଣ ମାନେ ଜାଣିଥିବେ । ଏବେ ଏହାକୁ ନେଇ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି । ଡେନମାର୍କରେ ପରମ୍ପରା ନାମରେ ପଶୁ ବର୍ବରତା…

୨୬ରୁ ପ୍ରବଳ ବର୍ଷିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ସୂଚନା ମିଳିଛି । ଏହାର…

ଡେଙ୍ଗୁର ନୂଆ ଷ୍ଟ୍ରେନ୍ ‘ସୀରୋଟାଇପ୍-୨’, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରଭାବ

ନୂଆଦିଲ୍ଲୀ: ଦୁନିଆରେ ଲକ୍ଷ ଲକ୍ଷ ଲୋକ ମାରାତ୍ମକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ମୌସୁମୀ ଆରମ୍ଭ ହେବା ସହିତ ଡେଙ୍ଗୁର ମାମଲା ବଢ଼ିବା ମଧ୍ୟ ଆରମ୍ଭ ହୋଇଯାଏ । ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ଭିତରେ…

ଓଡିଶା ସରକାରଙ୍କ ବିଶ୍ୱସ୍ତରୀୟ ସହାୟତା: ଡ୍ରେନରେ ଭାସି ପ୍ରାଣ ହରାଇଲେ ମିଳୁଛି ମାତ୍ର ୪ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଆଉ ଆଜି ଡ୍ରେନ ପାଣିରେ ଭାସି ଯାଇଥିବା…

ରୋଗୀ ହୋଇ ହସ୍ପିଟାଲରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ, ବାଡ଼ିରେ ମାରିଥିଲା ଗାର୍ଡ; ନିଜେ କହିଲେ ପୂରା ଘଟଣା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିଜର ପୁରୁଣା ଦିନରେ ଘଟିଥିବା କିଛି ଅଭୁଲା ସ୍ମୁତିକୁ ମନେ ପକାଇଛନ୍ତି । ବିଗତ ଦିନରେ ତାଙ୍କ ସହିତ ବିତିଥିବା ଏକ ଘଟଣା ସମ୍ପର୍କରେ ଏବେ ଖୁଲାସା…

ମୋ ପୁଅକୁ ବିଦ୍ୟାଭାରତୀ ହିଁ ମାରିଛନ୍ତି, ଲାଏ ଡିଟେକ୍ସନ ପରେ ଏପରି ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କର ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି…

ଋଷ ୟୁନିଭର୍ସିଟିରେ ଗୁଳିମାଡ଼, ୮ ମୃତ; ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ବିଲ୍ଡିଂରୁ ତଳକୁ ଡେଉଁଛନ୍ତି ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଋଷର ଏକ ବିଶ୍ୱବିଦ୍ୟାଳୟରୁ ଆଶ୍ଚର୍ଯ୍ୟ କରିବା ପରି ଘଟଣଶ ସାମନାକୁ ଆସିଛି । ଏଠାରେ ବିଶ୍ୱାବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଆଉ ଏଥିରେ ୮ ଜଣ ମୃତ୍ୟୁବରଣ କରିଥିବା ଖବର…