Browsing Category
Breaking News
ଏଣିକି ଚୋରି ହୋଇଥିବା ମୋବାଇଲ୍ ସଙ୍ଗେସଙ୍ଗେ ମିଳିଯିବ: Googleର ଏହି ଆପ୍ କରିବ ସହାୟତା, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍
ନୂଆଦିଲ୍ଲୀ: ଆଜିକାଲି ମୋବାଇଲର ବ୍ୟବହାର ବଢ଼ୁଥିବା ବେଳେ ଏହା ବହୁମାତ୍ରାରେ ଚୋରି ମଧ୍ୟ ହେଉଛି । ଫୋନ୍ ଚୋରି ହେବା ଫଳରେ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ଡାଟା ଲିକ୍ ହୋଇଯିବାର ଆଶଙ୍କା ରହିଥାଏ ।…
ବାହାଘର ପରେ କାହିଁକି ବଢ଼ିଥାଏ ପାର୍ଟନରର ଓଜନ, ଜାଣନ୍ତୁ କାରଣ!
ବାହାଘର ପରେ ସାଧାରଣତଃ ଲୋକଙ୍କ ଶାରୀରିକ ରୂପରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ପ୍ରାୟତଃ ୧୦ ଜଣଙ୍କ ମଧ୍ୟରୁ ୭ ଦମ୍ପତିଙ୍କଠାରେ ଏପରି ସମସ୍ୟା ଦେଖାଦେଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ବାହାଘରରୁ ପ୍ରଥମ…
ରାଜ୍ୟରେ ପୁଣି ୬୯୫ ପଜିଟିଭ, ୮୩ ଶିଶୁ ସଂକ୍ରମିତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ ହେଡ୍ କୋଚ…? ଏହି ଭେଟେରାନଙ୍କ ସମ୍ପର୍କରେ ରହିଛି BCCI
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର କାର୍ଯ୍ୟପ୍ରଣାଳୀକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ତିନୋଟି ଫର୍ମାଟର ଅଧିନାୟକ ବିରାଟ କୋହଲି ଟି-୨୦ରୁ ଅବ୍ୟାହତି ଘୋଷଣା କରିସାରିଛନ୍ତି ।…
ସତରେ କ’ଣ ବଦଳିଯିବ ନ୍ୟୁଜିଲାଣ୍ଡର ନାମ, ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡର ନାମ ପରିବର୍ତ୍ତନ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ନାମ ବଦଳିବା ଥୟ । ପ୍ରକୃତ…
ସ୍କିନ୍ ସମସ୍ୟା ପାଇଁ ‘ଫିଟିକିରି’ ହେଉଛି ରାମବାଣ ସଦୃଶ୍ୟ, ଜାଣନ୍ତୁ ଏହାର ଫାଇଦା
ପ୍ରାୟତଃ ପ୍ରତ୍ୟେକ ଘରେ ଫିଟକରୀ ବ୍ୟବହୃତ ହୋଇଥାଏ । ଫିଟିକିରିର ୨ଟି ରଙ୍ଗ ରହିଛି, ଗୋଟିଏ ଲାଲ ତ ଅନ୍ୟ ଟି ଧଳା । ଏହାକୁ ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିଆଲ୍ କୁହାଯାଏ । ଏହାକୁ ଅନେକ ପ୍ରକାରର ସମସ୍ୟାର ସମାଧାନ…
ଭ୍ୟାକ୍ସିନ୍ ଲଗାନ୍ତୁ ଉପହାର ନିଅନ୍ତୁ: ଟିକାକରଣ ବୃଦ୍ଧି ପାଇଁ ଲାଗୁହେଲା ଏହି ନିୟମ, ଜାଣନ୍ତୁ କେଉଁଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ବିଗତ କିଛି ଦିନ ଧରି ସଂକ୍ରମଣରେ ହ୍ରାସ ଘଟିଥିବା ଦେଖାଯାଇଛିି । ସମସ୍ତ ଜନସାଧାରଣଙ୍କୁ ଟିକାକରଣ କରିବା ପାଇଁ…
ଏହି ଦେଶରେ ଟ୍ରକ୍ ଚାଳକଙ୍କ ଦରମା ୭୨ ଲକ୍ଷରୁ ଅଧିକ, ୨ ଦିନର ଛୁଟି ସହିତ ଦିଆଯାଉଛି ବୋନସ୍
ଲଣ୍ଡନ: ଭାରତରେ ପାଠପଢ଼ି ଡାକ୍ତର ବା ଇଞ୍ଜିନିୟର ମାନେ ଯେତିକି ଟଙ୍କା ରୋଜଗାର କରୁନାହାନ୍ତି, ତାଠାରୁ ଅଧିକ ଏକ ଦେଶର ଡ୍ରାଇଭରମାନେ ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରିଟେନର…
ଏହି ସ୍ଥାନରେ ଯୁବତୀମାନେ ଶସ୍ତାରେ ବିକ୍ରି ହୁଅନ୍ତି: ତିନି ବର୍ଷରେ ଥରେ ମିଳିଥାଏ ସୁଯୋଗ, ଜାଣନ୍ତୁ କେଉଁଠି
କଥାରେ ଅଛି ପାଖରେ ଅର୍ଥ ଥିଲେ ଏ ବିଶ୍ୱରେ ସବୁକିଛି ମିଳିଯିବ । ତେବେ ଏକଥା ହୁଏତ ଆପଣମାନେ ଜାଣିନଥିବେ ଯେ, ମନ ପସନ୍ଦର କନ୍ୟା ମଧ୍ୟ ଆପଣ ଟଙ୍କା ଦେଇ କିଣିପାରିବେ । ମାତ୍ର ସୁଯୋଗ ସବୁଦିନ ଚାଲିନଥାଏ । ଖୁବ୍ ସ୍ୱଳ୍ପ…
ମୋବାଇଲ ନମ୍ବରକୁ ଟ୍ରାକ୍ କରି ଧଳା ଜହର ବେପାରୀକୁ ମାଡ଼ି ବସିଲା ପୁଲିସ: ୭ ଗ୍ରାମ ବ୍ରାଉନ୍ସୁଗର ଓ ସ୍କୁଟି ଜବତ
ରଣପୁର (ଭାସ୍କର ନ୍ୟୁଜ୍): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଞ୍ଚଳରେ ଧଳା ଜହର କାରବାର ରୋକିବା ପାଇଁ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଡା ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୋଲିସ ଧଳା ଜହର…