Browsing Category

Breaking News

‘ସୁପର ୩୦’ ପାଇଁ ଆସନ୍ତା ୨୦୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ପରୀକ୍ଷା, ଘୋଷଣା କଲେ ଆନନ୍ଦ କୁମାର

ନୂଆଦିଲ୍ଲୀ: ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର ଏକ ଘୋଷଣା କରିଛନ୍ତି । ନୂଆ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଆସନ୍ତା ୨୦୨୨ରେ ଏକ ପରୀକ୍ଷାର ଆୟୋଜନ କରାଯିବ । ବୁନ୍ଦେଲଖଣ୍ଡରେ…

ଡଙ୍ଗା ଓଲଟିବାରୁ ଭୟଙ୍କର ଦୁର୍ଘଟଣା: ୧୧ ମୃତ, ୮ ନିଖୋଜ

ବର୍ଦ୍ଧା : ମହାରାଷ୍ଟ୍ରର ଅମରାବତୀରେ ଡ଼ଙ୍ଗା ଓଲଟିପଡିବାରୁ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…

ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ

କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି…

ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍

ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ…

ଜମତାରା ଗ୍ୟାଙ୍ଗ ସକ୍ରିୟ: ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୮୯ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣିଥରେ ସକ୍ରିୟ ହୋଇଗଲେଣି ଜମତାରା ଗ୍ୟାଙ୍ଗ୍ । କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଗ୍ୟାଙ୍ଗ ୮୯ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି । ଏହି ମାମଲାରେ ଓଡ଼ିଶା…

ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ…

ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ…

ଏବେ ହିମାଚଳ ପ୍ରଦେଶ ପାଳି, ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା…

ଗ୍ୟାସ୍ ସିଲିଣ୍ଡର ଫାଟି ମା’ ସମେତ ତିନି ପିଲା ମୃତ

ମୁଜଫରପୁର: ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମାଆ ସମେତ ତିନି ଜଣ ପିଲା ଏଥିରେ ଆଖି ବୁଜିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ଘଟିଛି ବିହାରର ମୁଜଫରପୁର ଜିଲ୍ଲାର ମୀନାପୁର ଥାନା…

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା…