fbpx
Browsing Category

Breaking News

ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୧ ।୧୨(ଓଡିଶା ଭାସ୍କର): ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ ରହିବ । ଏନେଇ ବିଭିନ୍ନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । କମିଟି ପକ୍ଷରୁ ସମସ୍ତ ସରକାରୀ…

ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି । ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବକ ଜଣ ଚାହାଣି ମଣ୍ଡପରେ କଥା ହେଉଛନ୍ତି ।…

AEଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର,୨୧ ।୧୨(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ ଉନ୍ନୟନ AEଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ…

ବାରବାଟୀରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

କଟକ,୨୧ ।୧୨(ଓଡିଶା ଭାସ୍କର): ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାରତୀୟ ଖେଳାଳି । କାଲିର ମ୍ୟାଚ୍ ପାଇଁ ଭୁବନେଶ୍ୱର ମେ ଫେୟାରରେ ରହୁଥିବା ଭାରତୀୟ ଖେଳାଳି କଟକରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି ।…

ଝିଲି ଦଳ ବେହେରାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୦ା୧୨(ଓଡ଼ିଶା ଭାସ୍କର): ଭାରୋତ୍ତୋଳନକାରୀ ଝିଲି ଦଳ ବେହେରାଙ୍କୁ ଏକଲବ୍ୟ ପୁରସ୍କାର ମିଳିବ । ଝିଲିଙ୍କୁ ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଫୁଟବଲ…

ବିଜେପିକୁ ଲାଗିପାରେ ବଡ଼ ଝଟକା, ହାତରୁ ଖସିପାରେ ଝାଡ଼ଖଣ୍ଡ!

ଝାଡ଼ଖଣ୍ଡ, ୨୦ା୧୨: ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟକା ଲାଗିପାରେ । ଜେଏମଏମ ଓ କଂଗ୍ରେସ ମେଣ୍ଟକୁ ସଂଖାଗରିଷ୍ଠତା ମିଳିବା ନେଇ ଆକଳନ କରାଯାଇଛି । ଜାତୀୟ ଗଣମାଧ୍ୟମରେ ଏଗଜିଟ ପୋଲରେ ଏହିପରି ଆକଳନ କରାଯାଇଛି । ଏଗଜିଟ ପୋଲ…

ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ୱ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ଆଜି ବିଜେପିର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିବା ସୂଚନା ମିଳିଛି । ଅନୁଗୁଳ ପାଇଁ ଦିଲେଶ୍ୱର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଢ଼େଙ୍କାନାଳ ପାଇଁ ନରେଶ…