fbpx
BJD SKY
BJD SKY
Browsing Category

Breaking News

୪ଦିନିଆ ହରିୟାଣା ଗସ୍ତରେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ୪ଦିନିଆ ହରିୟାଣା ଗସ୍ତରେ ଯାଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି ।…

ଝରଣାରେ ଗାଧୋଉଥିବା ବେଳେ ୨ ଛାତ୍ରଙ୍କ ସଲିଳସମାଧି

ସମ୍ବଲପୁର,୧୮ ।୧(ଓଡିଶା ଭାସ୍କର): ସମ୍ବଲପୁରର ପର୍ଯ୍ୟଟନସ୍ଥଳୀ ଦେବଝରନରେ ଆଜି ଘଟିଯାଇଛି ଏକ ଅଘଟଣ । ପିକନିକ୍ ଯାଇ ବୁଡିଗଲେ ବୁର୍ଲା ଭିଏଏୟୁଟିର ୨ ଇଞ୍ଜିନିୟରିଂ ଛାତ୍ର । ଝରଣାରେ ଗାଧୋଉଥିବା ବେଳେ ପାଣିରେ ବୁଢି ୨…

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନୂଆ ଉଡ଼ାଣ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଜାନୁଆରି ୨୨ରେ ବିମାନରେ ଉଡ଼ିବେ ଓଡ଼ିଶାର ୪୪ ଦିବ୍ୟାଙ୍ଗ ପିଲା । ଏୟାର ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହି ଉଡ଼ାଣ ହେବ । ୪୦ମିନିଟ ପାଇଁ ସ୍ୱତନ୍ତ୍ର ବିମାନରେ ୨୧ଝିଅ…

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଡିଏସପି ଦେବିନ୍ଦର ବିରୋଧରେ ମିଳିଲା ଠୋସ୍ ପ୍ରମାଣ

ନୂଆଦିଲ୍ଲୀ,୧୮ ।୧: ଜମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀ ସହ ଡିଏସପି ଦେବିନ୍ଦର ସିଂହ ଗିରଫ ହେବା ଘଟଣାରେ କେନ୍ଦ୍ର ଖୁଫିଆ ଏଜେନ୍ସି ବା ଆଇବି ଟିମକୁ ଏକ ଠୋସ୍ ପ୍ରମାଣ ମିଳିଛି । ୨୦୦୫ରେ ଗିରଫ ହୋଇଥିବା ଜଣେ…

ଆରତି ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ଜଳିଗଲେ ଶ୍ରମିକ

କଟକ,୧୮ ।୧(ଓଡିଶା ଭାସ୍କର): କଟକ ଆଠଗଡ ବ୍ଲକ ସ୍ଥିତ ଆରତି ଷ୍ଟିଲ ପ୍ଲାଣ୍ଟରେ ଆଜି ଘଟିଯାଇଛି ଏକ ଅଘଟଣ । ଫେରୋକ୍ରମ ୟୁନିଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଜଳିଯାଇଛନ୍ତି । ଗୁରୁତର ଶ୍ରମିକଙ୍କୁ କଟକର ଏକ ଘରୋଇ…

ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଗିରଫ

ପାରାଦୀପ, ୧୮ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ବର୍ତ୍ତମାନ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା…