fbpx
Browsing Category

Breaking News

ଉନ୍ନାଓ ଦୁଷ୍କର୍ମ, ପୂର୍ବତନ ବିଜେପି ବିଧାୟକ ସେଙ୍ଗରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ, ୨୦ା୧୨: ଉନ୍ନାଓ ଦୁଷ୍କର୍ମରେ ପୂର୍ବତନ ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ ଜେଲ ହୋଇଛି । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ତିସହଜାରୀ କୋର୍ଟ । ଆଜୀବନ ଜେଲ ସହ ୨୫ଲକ୍ଷ ଟଙ୍କା ଜୋରିମାନା ଦେବା…

ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ୱର,୨୦ା୧୨(ଓଡ଼ିଶା ଭାସ୍କର): ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ ହୋଇଛି । ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା । ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି । ପ୍ରଥମ ଇନିଂସରେ ଓଡ଼ିଶା…

ଫାଶୀ ଭୟରେ ବିଚାରଧୀନ କଏଦୀର ହୃଦଘାତ୍

କେନ୍ଦୁଝର, ୨୦ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶରେ ଦୁଷ୍କର୍ମ ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏନେଇ ମୃତ୍ୟୁଦଣ୍ଡ ଭଳି ଭୟାନକ ଦଣ୍ଡବିଧାନ ମଧ୍ୟ ରହିଛି । ଏହାରି ମଧ୍ୟରେ ଆଜି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ୨୦ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ସେହି ବୈଠକରେ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ…

ସାତକୋଶିଆର ଉନ୍ନତି ହେଲେ ବ୍ୟାଘ୍ର ପ୍ରକଳ୍ପ କଥା ଚିନ୍ତା କରାଯିବ: ଚିଫ ୱାଇଲ୍ଡ ଲାଇଫ ୱାର୍ଡ଼ନ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବା ପ୍ରସଙ୍ଗରେ ଚିଫ ୱାଇଲ୍ଡ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା…

ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କଲେ ଡିଜିପି

କଟକ, ୨୦ା୧୨(ଓଡ଼ିଶା ଭାସ୍କର): ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ଡିଜିପି ଅଭୟଙ୍କ ସହ ପୋଲିସ କମିଶନର ଓ ଡିସିପି ଉପସ୍ଥିତ ମଧ୍ୟ ରହିଥିଲେ । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୁଚିଣ୍ଡା,୨୦ା୧୨(ଓଡ଼ିଶା ଭାସ୍କର): କୁଚିଣ୍ଡା ଏନଏସି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ରେଡ଼୍ ପଡ଼ିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ…