Browsing Category

Breaking News

ଦୁର୍ଘଟଣା କମିବା ପାଇଁ ନୂଆ ପ୍ଲାନ୍, ଜାଣନ୍ତୁ କଣ କରିବେ ସରକାର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ନୂଆ ଯୋଜନା । କେମିତି ବ୍ଲାକ୍ ସ୍ପଟ୍ ସବୁ ଚିହ୍ନଟ ହେବ ଓ ସେଠାରେ ଦୁର୍ଘଟଣାର କାରଣ ଖୋଜା ଯିବ । ସେହିପରି କଡ଼ାକଡ଼ି ଭାବେ ଚେକିଂକୁ…

ଦେଶର ୬୩ ଜିଲ୍ଲାରେ ନାହିଁ ବ୍ଲଡ୍ ବ୍ୟାଙ୍କ୍, ସଂସଦରେ ଏପରି କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଖାସ୍ କରି ଏହି ସମୟରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଅନେକ…

ହକି: ଜାପାନକୁ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ…

ପିଏସଙ୍କ ଘରୁ ମିଳିଲା ନଗଦ ୨୫ ଲକ୍ଷ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣାରେ ଏବେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ଘର ରେଡ୍ ବେଳେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ…

ଆଶ୍ଚର୍ଯ୍ୟ: ଜନ୍ମ ହେବା ମାତ୍ରେ ଗର୍ଭବତୀ ହୋଇଗଲା ଏକ ଦିନିଆ ଶିଶୁ

ନୂଆଦିଲ୍ଲୀ: ଚିକିତ୍ସା ଦୁନିଆରେ ଅନେକ ଅଜବ ଗଜବ ଘଟଣା ଦେଖିବାକୁ ମିଳିଛି । ସେଗୁଡ଼ିକ ମଧ୍ୟରୁ ଅନେକ ମାମଲା ଏପରି ରହିଛି ଯାହାକୁ ବିଶ୍ୱାସ କରିବା କଷ୍ଟକର । ସେହିଭଳି ଏକ ଅବିଶ୍ୱସନୀୟ ମାମଲା ଦେଖିବାକୁ ମିଳିଛି…

‘ଏଲୋପାଥିକ୍ ମେଡିସିନ୍ ପାଇଁ ଲକ୍ଷ ଲକ୍ଷ ମରିଗଲେ’, ରାମଦେବ ବାବାଙ୍କ ଏହି ବୟାନକୁ ନେଇ ନୋଟିସ୍ ଜାରି କଲା ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଯୋଗଗୁରୁ ବାବା ରାମଦେବ । ଏଲୋପାଥିକ୍ ଔଷଧକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ବାବ ରାମଦେବଙ୍କୁ ନୋଟିସ୍ ଜାରି କରିଛି । ହାଇକୋର୍ଟ ପକ୍ଷରୁ…

ସେମିଫାଇନାଲ୍ ରେ ପିଭି ସିନ୍ଧୁ, ବ୍ୟାଡମିଣ୍ଟନ୍ ମହିଳା ସିଙ୍ଗଲ୍ ରେ କଲେ କମାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଜାପାନର ୟାମା ଗୁଚିଙ୍କୁ ହରାଇଲେ ପିଭି ସିନ୍ଧୁ । ସିଧାସଳଖ ୨ ସେଟ୍ରେ ପରାସ୍ତ କରି କ୍ୱାର୍ଟରରୁ ସେମିରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ତାରକା ସିନ୍ଧୁ । ଏହାରି ଫଳରେ ଆଉ ଏକ ପଦକ ପାଇଁ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧି ବଢ଼ାଇଲା ଭାରତ, ଜାଣନ୍ତୁ କେବେ ଯାଏ

ନୂଆଦିଲ୍ଲୀ: ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମହନିର୍ଦ୍ଦେଶକ (ଡିଜିସିଏ) ପକ୍ଷରୁ ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା…

ପ୍ରେମିକାକୁ ମାରିବା ପରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ପ୍ରେମିକ

ହାଇଦ୍ରାବାଦ୍: ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡକୁ ମାରିବା ପରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଛି । ଏହିଭଳି ଏକ ଘଟଣା ଆସିଛି ହାଇଦ୍ରାବାଦର ମାଧବପୁର ଅଞ୍ଚଳରୁ । ପୋଲିସ୍ କହିବା ମୁତାବକ, ଏହା ଏକ ପ୍ରିମିୟମ୍…

ଆନ୍ଧ୍ର ରାମ୍ପେଲିରେ ୬ ଓଡ଼ିଆ ଶ୍ରମିକଙ୍କ ଜୀବନ ଚାଲିଗଲା

ଗୁଣପୁର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗୁଣପୁରର ୬ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍ ସର୍ଟ ଶର୍କିଟ୍ ଯୋଗୁ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଖବର…