Browsing Category
Breaking News
ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର । ଚଳିତ ମାସ ଶେଷ ସୁଦ୍ଧା ସହରକୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ…
କଟକଣା ହଟିଲେ ପୁଣି ମାଡ଼ିଯିବ କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି । ବିଶେଷଜ୍ଞଙ୍କ…
ନିଜ ସ୍ତ୍ରୀ ଓ ବାପାଙ୍କର ଅବୈଧ ସମ୍ପର୍କକୁ ନେଇ ହତ୍ୟାକାରୀ ପାଲଟିଲା ପୁଅ, ଅସଞ୍ଜତ ଅବସ୍ଥାରେ ଥିବା ଦେଖି କୁରାଢ଼ିରେ ହାଣିଦେଲା
ଜବଲପୁର: ବୋହୁ ରଖିଥିଲା ଶ୍ୱଶୁରଙ୍କ ସହିତ ଅବୈଧ ସମ୍ପର୍କ । ଯାହାର ପ୍ରମାଣ ପାଇବା ପରେ ହତ୍ୟାକାରୀ ସାଜିଲା ପୁଅ । ଏହି ଅବୈଧ ସଂପର୍କ ଲାଗି ନିଜ ପତ୍ନୀ ଓ ବାପାଙ୍କୁ କୁରାଢ଼ିରେ ମାରି ହତ୍ୟା କରିଦେଇଛି ପୁଅ । ଏଭଳି…
ଭଉଣୀକୁ ମାଡ଼ମାରି ଅଧମରା କଲେ ଭାଇ, ଗୋଟିଏ ଦିନ ନଜାଉଣୁ ପୁଣି ଆଉ ଗୋଟିଏ ନାରୀ ନିର୍ଯ୍ୟାତନାର ଦୃଶ୍ୟ
ଭୋପାଳ: ଗୋଟିଏ ଦିନ ନଯାଉଣୁ ନାରୀ ନିର୍ଯ୍ୟାତନାର ଆଉ ଗୋଟିଏ ହୃଦୟ ଥରା ଚିତ୍ର ସାମନାକୁ ଆସିଲା । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଟାଣ୍ଡା ଥାନା ଅଧୀନସ୍ଥ ଏକ ଗାଁରୁ ଜଣେ ଯୁବତୀଙ୍କୁ ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍…
ଖୁସି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେବାକୁ ପଡ଼ିବ ନାହିଁ ଟେଷ୍ଟ, ଜୁଲାଇରୁ ନିୟମ ବଦଳାଇଲେ ସରକାର
ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କାହିଁକି ନା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ…
ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୯୫୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ବକେୟା ବିଜୁଳି ବିଲ୍ ପ୍ରସଙ୍ଗରେ ସିଦ୍ଧୁଙ୍କ ପତ୍ନୀ ଦେଲେ ଜବାବ୍, କହିଲେ- ‘ସମ୍ମାନରୁ ଅର୍ଜନ କରିଥିବା ରୁଟି ଖାଉଛୁ’
ଚଣ୍ଡିଗଡ: କିଛି ଦିନ ତଳେ ବିଜୁଳି ବିଲ୍ ସଂକଟକୁ ନେଇ ନବଜୋତ୍ ସିଦ୍ଧୁ, କ୍ୟାପଟେନ୍ ଅମରିନ୍ଦର୍ ସିଂଙ୍କୁ ପରାମର୍ଶ ଦେଇଥିଲେ । ଏହାର କିଛି ଦିନ ପରେ ଖୋଦ୍ ସିଦ୍ଧୁଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପେଣ୍ଡିଂ ଥିବା…
୨୦୨୨ରେ ପୁରୀରୁ ଗଡ଼ିବ ବିମାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ୨୦୨୨ରେ ପୁରୀରୁ ଗଡ଼ିବ ବିମାନ । ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ବିଜୁ…
ଏକ ବର୍ଷରେ ୧୬୦ ମାଓବାଦୀ ନିହତ
ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ୧୬୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଓଡ଼ିଶାରେ ୧୪, ଓଡ଼ିଶା-ଆନ୍ଧ୍ର ସୀମାରେ ୧୧ ମାଓବାଦୀ ନିହତ, ତେଲେଙ୍ଗାନାରେ ୧୪ ଓ ବିହାର-ଝାଡ଼ଖଣ୍ଡରେ ୧୧ ମାଓବାଦୀ ନିହତ ହୋଇଥିବା ନେଇ…
ଫିଲିପାଇନ୍ସରେ ସେନାଙ୍କ ବିମାନ ଦୁର୍ଘଟଣା, ୮୫ଜଣ ଲୋକ କରୁଥିଲେ ଯାତ୍ରା
ନୂଆଦିଲ୍ଲୀ: ଫିଲିପାଇନ୍ସରେ ରବିବାର ଦିନ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଯାଇଛି । ଏଥିରେ ସେନାଙ୍କର ଏକ ବିମାନ କ୍ରସ୍ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ସେହି ସମୟରେ ୮୫ ଜଣ ଲୋକ ରହିଥିଲେ…