Browsing Category

Breaking News

ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ: ଆଗକୁ ମାଡ଼ିଆସୁଛି ପ୍ରବଳ ବର୍ଷା, ଆଜି-କାଲି ପ୍ରବଳ ଢ଼ାଳିବ, ୯ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଗୁରୁବାରଠୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଏବେ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, ବରଗଡ଼,…

‘ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଦ୍ଵାରା ଦୁଷ୍କର୍ମ ବଢୁଛି ‘

ଅଲିଗଡ଼: ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ । ଝିଅମାନେ ପୁଅମାନଙ୍କ ସହ ଘଣ୍ଟା ଘଣ୍ଟା ଗପୁଛନ୍ତି ଏବଂ ପରେ ସେମାନଙ୍କ ସହ ପଳାଇ ଯାଉଛନ୍ତି । ସେମାନଙ୍କ ଫୋନ୍‌ ମଧ୍ୟ ଯାଞ୍ଚ କରାଯାଉନାହିଁ କି, ପରିବାର…

ବିଜେପି ନେତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ

ରାଞ୍ଚି: ପ୍ରଥମେ ଗଣଦୁଷ୍କର୍ମ ଆଉ ତାପରେ ନୃଶଂସ ଭାବରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ l ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ l ଏହିଭଳି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷର…

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ବର୍ତ୍ତମାନ ଭେଣ୍ଟିଲେଟରରୁ ବାହାରି ଆଇସିୟୁରେ ଅଛନ୍ତି । ଆଉ କିଛି ଦିନ…

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଗତ ରାତିରେ ମୁମ୍ବାଇର ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ବର୍ଷା ଯୋଗୁଁ କୋଠା ଭୁଶୁଡି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ…

ଅମାନିଆ ଦେଲେଣି ସାଢ଼େ ୧୪ କୋଟି, ଗିରଫ ହେଲେଣି ୧୩୩୨ ଜଣ

ଭୁବନେଶ୍ୱର: ଆଜି ଆଇନଶୃଙ୍ଖଳା ଡିଜି ଯଶୋବନ୍ତ ଜେଠୱା କରୋନା କାଳର କାର୍ଯ୍ୟନୁଷ୍ଠାନ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , କୋଭିଡ୍ ସମୟରେ ଗତ ୨ ମାସ ଭିତରେ ଅମାନିଆ ବାନ୍ଧିଲେଣି ସାଢ଼େ ୧୪ କୋଟି ଟଙ୍କା…

କଂଗ୍ରେସକୁ ପଛରେ ପକାଇ ବିଜେପି ହାତେଇଛି ୭୫୦ କୋଟିର ଚାନ୍ଦା, ଜାଣନ୍ତୁ କିଏ ଦେଇଛି କେତେ

ନୂଆଦିଲ୍ଳୀ: ୨୦୧୪ ମସିହାରୁ ଭାରତୀୟ ଜନତା ପାର୍ଟି ସତ୍ତାରେ ରହିଛି । ଏହା ଭିତରେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ପାଇବାରେ ବି ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ସର୍ବାଧିକ ଚନ୍ଦା…

ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ…

ଭୁବନେଶ୍ୱର ଏମ୍ସକୁ ଆସିବ ECMO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ଆସିବ ECMO ମେସିନ୍ । ଏହା ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଆସିବ ଏବଂ ଏହା ଚଳିତ ମାସ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଜଣାପଡିଛି । ଏନେଇ ECMO ଯୋଗାଣକାରୀ ସଂସ୍ଥା ପକ୍ଷରୁ…

କୃଷକଙ୍କ ପାଇଁ ବାତ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ‘ୟଶ’ ପ୍ରଭାବିତ କୃଷକଙ୍କ ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩%ରୁ ଅଧିକ ଫସଲ କ୍ଷତି ସହିଥିବା ଚାଷୀଙ୍କୁ ସହାୟତା ଯୋଗଇଦିଆଯିବ ।…