Browsing Category

Breaking News

ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍‌ରେ ସାମିଲ ହେଲେ ନାହିଁ ସେରମ୍‌ ଓ ଭାରତ ବାୟୋଟେକ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍‌ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର  ହର୍ଷବର୍ଦ୍ଧନଙ୍କୁ…

କରୋନା ସମୀକ୍ଷା ପରେ ପେନସନକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟର କରୋନା ସ୍ଥିତିକୁ ନେଇ ଆଜି ସବୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମୃତ୍ୟୁ ନିୟନ୍ତ୍ରଣ ଉପରେ ଅଧିକ ଫୋକସ ଦିଆଯିବା ସହ କୋଭିଡରେ ଯେଉଁମାନେ ଅନାଥ ଓ ବିଧବା…

ଖୁସି ଖବର: ଓଡ଼ିଶାରୁ ଆଜି ୧୧,୦୯୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବଡ ନିଷ୍ପତ୍ତି: ରଦ୍ଦ ହେଲା CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କାଳରେ…

ଭୁବନେଶ୍ୱରରୁ ଆଜି ୯୭୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୯୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଅଲଗା ହେଲା ‘ମିଶନ ଶକ୍ତି’ ବିଭାଗ, ପାଣ୍ଡିଆନଙ୍କ ପତ୍ନୀ ଧରିଲେ ମଙ୍ଗ

ଭୁବନେଶ୍ୱର(ଓଡିଶା ଭାସ୍କର): ଆଜିଠାରୁ ଓଡିଶାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ । ମିଶନ ଶକ୍ତି ବିଭାଗ ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି । ବିଭାଗ ପୃଥକୀକରଣକୁ…

ରାଜ୍ୟରେ ପ୍ରଥମ: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସମ୍ ଅଲଟିମେଟ୍ ମେଡିକେୟାରରେ ସଫଳ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ -୧୯ର ଦ୍ଵିତୀୟ ଲହର ନ ଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ମହାମାରୀ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି । ଆମ…

ଏଠାରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ସହ ନାଚଗୀତ କରନ୍ତି ଲୋକେ, ଜାଣନ୍ତୁ ଏକ ଅଜବ ପରମ୍ପରା ବିଷୟରେ

ମାଡାମାସ୍କର: ଆମେ ସାଧାରଣତଃ ଖୁସି ଅବସରରେ ନାଚଗୀତ କରୁ ତଥା ମଉଜ ମଜଲିସ୍ କରୁ । ଯେମିତିକି କିଛି ଖୁସିର ମୁହୁର୍ତ୍ତ ଜନ୍ମଦିନ, ବିବାହ ସମୟରେ ଆମେ ନାଚଗୀତ କରି ଉପଭୋଗ କରୁ । ହେଲେ ଶବ ସତ୍କାର କରିବା ସମୟରେ ନାଚଗୀତ…

ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି । ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସଂପର୍କ ବିଭାଗ ର ନିର୍ଦ୍ଦେଶକ ହୋଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ…

ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର…