Browsing Category
Breaking News
କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ! ୟେଦ୍ଦୁରାପ୍ପା ଆୟୋଜନ କରିଛନ୍ତି ବିଦାୟକାଳୀନ ଭୋଜି
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତ ବର୍ଷରେ ରାଜନୀତି ସରଗରମ ରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ମଙ୍ଗୁଆଳ ଚେଞ୍ଜ ହେବାରେ ଲାଗିଛି…
ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା
ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ…
କଙ୍ଗନାଙ୍କ ଫିଲ୍ମ ପାଇଁ ବିଜେପି-କଂଗ୍ରେସ ମୁହାଁମୁହିଁ, ତେଜିଲା ରାଜନୀତି
ନୂଆଦିଲ୍ଲୀ: ବଲିଉଡର ପଙ୍ଗା କ୍ୱିନ୍ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ' ସମ୍ପ୍ରତି ରାଜନୀତିକ ଝଡ଼ ସୃଷ୍ଟି କରିସାରିଲାଣି । ଏହି ପ୍ରସଙ୍ଗକୁ ନେଇ…
ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରିର ହେଲା ଖୁଲାସା: ଏହି କାରଣ ପାଇଁ ହତ୍ୟା କରିଥିଲା ଜଗନ୍ନାଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ଭୀମଟାଙ୍ଗିରେ ଘଟିଥିବା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡଙ୍କର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଆଜି ଜେରା କରାଯାଇଛି । ତେବେ ଏୟାରଫିଲ୍ଡ ଥାନା ପୋଲିସ ଦ୍ୱାରା…
ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି, କ’ଣ ରହିଛି ଚିଠିରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି । କାହା କଥାରେ କାହାର ତାଳମେଳ ରହୁନି । ମଙ୍ଗଳବାର ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ…
ବିଜଲୀ ହେଲା ୩ ଛୁଆର ମା’, ଶାବକ ସବୁ ସୁସ୍ଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନରେ ଖୁସିର ବାତାବରଣ । ଆସିଲେ ୩ ନୂଆ ଅତିଥି । ତିନୋଟି ଶାବକକୁ ଜନ୍ମ ଦେଲା ବିଜିଲୀ । ଫଳରେ ପରିବେଶବିତ୍ ଓ ନନ୍ଦନକାନନ କର୍ତ୍ତୃପକ୍ଷ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ।…
ଶୀର୍ଷକୁ ଉଠିଲେ ମିତାଲି, ଖସିଲେ ଷ୍ଟାଫାନି ଟେଲର୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ମଧ୍ୟ ବିଶ୍ୱ ସ୍ତରରେ ଭଲ ମାନ୍ୟତାରେ ରହିଛି । ପୁରୁଷ ଖେଳାଳିଙ୍କଠାରୁ ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି । ଏହିକ୍ରମରେ ଭାରତୀୟ…
କରୋନା କଟକଣାକୁ ଫୁ’! ରଥ ଉପରୁ ଫଟୋ ଭାଇରାଲ
ପୁରୀ(ଓଡ଼ିଶଶ ଭାସ୍କର): କୋଭିଡ କଟକଣା ସହ ସରିଛି ରଥଯାତ୍ରା । ପ୍ରଶାସନର ଏତେ କଡା କଟକଣା ପରେ ବି ରଥ ଉପରର ଫଟୋ ଭାଇରାଲ ହୋଇଛି । ଶ୍ରୀବଳଭଦ୍ରଙ୍କ ରଥରେ ଚଢ଼ି ୨ ଯୁବକ ସେଲ୍ଫି ନେଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି…
ପଞ୍ଜାବ ଫାଇଟ୍: କ୍ରିକେଟରଙ୍କ ପାୱାର ଧମାକା, ପଛରେ ପଡ଼ିଲେ କ୍ୟାପଟେନ୍, ସିଦ୍ଧୁଙ୍କ ବାସଭବନରେ ଏକାଠି ହେଲେ ୬୨ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ: ପଞ୍ଜାବ ରାଜନୀତି ସମାପ୍ତ ହେବାର ନାଁ ଧରୁନାହିଁ । ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରଦାନ ପରେ କ୍ୟାପଟେନ-କ୍ରିକେଟର ଫାଇଟ୍ ସମାପ୍ତ ହେବ ବୋଲି ଆଶା କରାଯାଉଥିଲା । ମାତ୍ର…
ଆସିଲା କି ତୃତୀୟ ଲହର! ଦେଶରେ ପୁଣି ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆଜି ପୁଣି ବଢ଼ିଯାଇଛି । ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଆଜିର ମୃତ୍ୟୁସଂଖ୍ୟା ତୃତୀୟ ଲହର ଡରକୁ ଆହୁରି ବଢ଼ାଇଦେଇଛି । ଗତ କିଛି ଦିନ ହେବଦେଶରେ ମୃତ୍ୟୁସଂଖ୍ୟା…