fbpx
Browsing Category

Breaking News

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ

ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI…

ଓଡିଶା ରଣଜୀ ଦଳ ଘୋଷିତ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ୨୦୧୯-୨୦ ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ୧୬ ଜଣିଆ ଦଳର ସେନାପତି ରହିବେ ଶୁଭ୍ରାଂଶୁ ସେନାପତି । ଏହି ମ୍ୟାଚରେ ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ…

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

କୋହଳ ହେବ କାର୍ଯ୍ୟକାଳ ! ୯ ମାସ ନୁହେଁ, ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୧ ।୧୨: ବିସିସିଆଇ କାର୍ଯ୍ୟନିର୍ବାହୀଙ୍କ ପାଇଁ କୋହଳ ହେବ ପଦବୀ ସମୟ ସୀମା । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅନୁମୋଦନ ପାଇଁ…

ଚାଲାଣ କାଟିବାରୁ ବାଇକ୍ ସହ ଏପରି କଲେ ଯୁବକ, ଯାହାକୁ ଦେଖି ପୋଲିସର ଉଡିଲା ହୋସ୍, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି । ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ କାଟୁଛନ୍ତି ପୋଲିସ । ସେହିପରି ପୋଲିସ ଜଣେ ଯୁବକଙ୍କ ବାଇକର ଚାଲାଣ କାଟିବାରୁ ସେ ରାଗି ବାଇକ୍ ସହ କିଛି…

ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଏସଆଇ

ମୟୂରଭଞ୍ଜ,୧ା୧୨(ଓଡ଼ିଶା ଭାସ୍କର): ମୟୂରଭଞ୍ଜରେ ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଏସପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…

ମହଙ୍ଗା ହେଲା ଭୋଡାଫୋନର ଟାରିଫ୍ ପ୍ଲାନ୍

ନୂଆଦିଲ୍ଲୀ,୧ ।୧୨: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍…

ଋଣ ଦୁର୍ନୀତି ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ଇଓଡ଼ବ୍ଲୁ

ଭୁବନେଶ୍ୱର,୧ା୧୨(ଓଡ଼ିଶା ଭାସ୍କର): ସୁନ୍ଦରମ ଫାଇନାନ୍ସ ଋଣ ଜାଲିଆତି ପ୍ରଦାନ ଦୁର୍ନୀତି ଅଭିଯୋଗରେ ଆଜି ୨ଜଣଙ୍କୁ ଗିରଫ କରିଛି ଇଓଡ଼ବ୍ଲୁ । ଅଭିଯୁକ୍ତ ହେଉଛନ୍ତି ଦୁଇଭାଇ । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଋଣ ଦୁର୍ନୀତି…

ଭୁବନେଶ୍ୱରରୁ ସେକ୍ସ ର‌୍ୟାକେଟ ଠାବ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିରୁ ସେକ୍ସ ର‌୍ୟାକେଟ ଠାବ କରାଯାଇଛି । ୬ ବଙ୍ଗୀୟ ଯୁବତୀଙ୍କ ସହ ୪ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ତେବେ ଏମାନଙ୍କୁ ଏମସ ନଗର ଅଞ୍ଚଳର ଏକ…

‘ମୋ ସରକାର’ ଅଧିନରେ କାଳିଆ ଯୋଜନା

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ଆଜିଠାରୁ ‘ମୋ ସରକାର’ ଅଧିନରେ ଆସିବ ‘କାଳିଆ’ ଯୋଜନା । ଏହା ସହ ଅନ୍ୟ ୭ଟି ଯୋଜନା ମଧ୍ୟ ‘ମୋ ସରକାର’ ଅଧିନକୁ ଆସିବ । ସେହି ଯୋଜନା ଗୁଡିକ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା, ମମତା…