fbpx
Browsing Category

Breaking News

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ !

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ନୂଆ ମେଣ୍ଟ ଗଠନ କରିବ । ସେହି ନୂଆ ମେଣ୍ଟର ନାମ ରହିିବ ମହାବିକାଶ ଆଘାଡ଼ି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି…

୨୦୧୭ ପାଇଁ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର ମିଳିଛି । ୨୦୧୭ ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ବୈଷୟିକ…

ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ନୂଆ ମୋଟର ଯାନ ଆଇନ ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା । କାରଣ ଏହି ୧ତାରିଖକୁ ସରକାର ଦେଇଥିବା ୩ମାସ ଅବଧି ଶେଷ ହୋଇଛି…

ଜାତୀୟ ପଞ୍ଜୀକରଣ ହାର ତୁଳନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ଆଜି ୟୁଆଇଡ଼ି କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଆଧାର ଉପ ମହାନିର୍ଦ୍ଦେଶକ ଜି.ଭେନୁଗୋପାଳ ରେଡ଼ି…

ରାଜ୍ୟରେ ଖୋଲିବ ସୋସିଆଲ ମିଡ଼ିଆ ମନିଟରିଂ ସେଲ୍

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଏଣିକି ସୋସିଆଲ ମିଡ଼ିଆ ମନିଟରିଂ ସେଲ୍ ଖୋଲିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସାଇବର ଥାନାରେ ଏହି ମନିଟରିଂ ସେଲ୍ ଖୋଲାଯିବ ବୋଲି ଜଣାପଡ଼ିଛି । ଅନଲାଇନ୍ ଠକେଇ…

କୋଲମ୍ବକର ହେଲେ ଅସ୍ଥାୟୀ ବାଚସ୍ପତି

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି କାଳିଦାସ କୋଲମ୍ବକର ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ବିଜେପି ବିଧାୟକ ହେଉଛନ୍ତି କୋଲମ୍ବକର ।

ମହାରାଷ୍ଟ୍ର ମାମଲା: ରାଜ୍ୟପାଳଙ୍କୁ ଭେଟିବେ ୩ ଦଳ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନଭିସ୍

ମହାରାଷ୍ଟ୍ର,୨୬ା୧୧: ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମହାରାଷ୍ଟ୍ର.୨୬ା୧୧: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ମୋଡ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅଜିତଙ୍କୁ ଆଜି ମନାଇବାକୁ ଉଦ୍ୟମ କରିଥିଲେ ଏନସିପି ଦଳର ମୁଖ୍ୟ…

କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ବିସ୍ଫୋରଣ, ୪ ଗୁରୁତର

ଶ୍ରୀନଗର,୨୬ ।୧୧: ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…