Browsing Category

Breaking News

କରୋନାରେ CRPF DIG ସୁନିଲ କୁମାର ପାର୍ଥଙ୍କ ପରଲୋକ

ଭୁବେନଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ ଆଜି କରୋନାରେ CRPF DIG ସୁନିଲ କୁମାର ପାର୍ଥ ପ୍ରାଣ ହରାଇଛନ୍ତି । କରୋନା ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ସୁନିଲ । ତାଙ୍କର…

ICUରେ ଭର୍ତ୍ତି ହେଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ଅବସ୍ଥା ଗୁରୁତର

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ଅବସ୍ଥା ବିଗିଡିବାରେ ଲାଗିଛିି । ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ପ୍ରଦୀପ୍ତଙ୍କୁ…

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୪.୧୨ ଲକ୍ଷ ପଜିଟିଭ ଚିହ୍ନଟ, ୪ ହଜାର ପାଖାପାଖି ମୃତ

ନୂଆଦିଲ୍ଲୀ,୬ ।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେବାରେ ଲାଗିଲାଣି । ଦେଶରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ ସଂଖ୍ୟା ପୂର୍ବରୁ ଥିବା…

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୬ ।୫: ଜାମ୍ମୁ କାଶ୍ମୀରର ସୋପିଆନ୍ ସେକ୍ଟରରେ ଆଜି ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତିି । ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା…

ଡ୍ରଗ୍ସ ମାମଲାରେ ବଲିଡଉର ଏହି ଅଭିନେତାଙ୍କ ପୁଅ ଗିରଫ, ପୋଲ୍ ଖୋଲିଲା ହ୍ୱାଟ୍ସଆପ ଚାଟ୍

ମୁମ୍ବାଇ,୬ ।୫: ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲଙ୍କ ପୁଅ ଧ୍ରୁବ ତାହିଲଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି ପୋଲିସ । ଧ୍ରୁବଙ୍କ ଉପରେ ଡ୍ରଗ୍ସ କିଣିବା ଓ ଡ୍ରଗ୍ସ କିଣିବା ପାଇଁ ଅଭିଯୁକ୍ତ ଅବଦୁଲ ରହମାନକୁ…

ଓଡିଶାରେ ସର୍ବାଧିକ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ସଂକ୍ରମଣ ପୁଣି ହଜାରେ ଟପିଥିବା ବେଳେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୫୫ ଲକ୍ଷ ପାର

ନୂଆଦିଲ୍ଲୀ, ୬। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୫୫ ହଜାର ୧୬୨ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୫୮ ଲକ୍ଷ…

ଓଡିଶାରେ ପୁଣି ୧୦ ହଜାରେ ଟପିଲା ସଂକ୍ରମଣ: ଆଜି ୧୦,୫୧୨ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ?

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର):ରାଜ୍ୟରେ ପୁଣି କରୋନା ଉପରମୁହାଁ ଭାବେ ବଢିବାରେ ଲାଗିଛି । ପୁଣି ଦୈନିକ ସଂକ୍ରମଣ ୧୦ ହଜାରେ ଟପିଛି । ରାଜ୍ୟରେ ଆଜି ପୁଣି ୧୦ ହଜାର ୫୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ଲକଡାଉନ ସମୟରେ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ କରନ୍ତୁ ଏହି ନମ୍ବରରେ ଡାଏଲ

ଭୁବନେଶ୍ୱର, ୦୫/୦୫: ସାରା ରାଜ୍ୟରେ ଜାରି ହୋଇଛି ୧୪ ଦିନିଆ ଲକଡାଉନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଛି ଏହି ନିଷ୍ପତ୍ତି । ତେବେ ଆଜି ରାଜଧାନୀବାସୀଙ୍କ ପାଇଁ ଭୁବନେଶ୍ୱର ଡିସିପି ଏକ…

ଭୁବନେଶ୍ୱରରେ କମୁନି ସଂକ୍ରମଣ ! ଆଜି ୧୦୭୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…