fbpx
Browsing Category

Breaking News

କାଲି ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ । ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁଁ ଗୃହକୁ କାଲି ଦିନ ୧୨ଟା ଯାଏଁ…

ଏବେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଖୋଲିବନି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ ମତରେ, ରତ୍ନ ଭଣ୍ଡାର…

ସଂସଦରେ ସମ୍ବିଧାନ ଦିବସ ସମାରୋହ ପାଳିତ

ନୂଆଦିଲ୍ଲୀ,୨୬ ।୧୧: ଆଜି ସଂସଦରେ ପାଳିତ ହେଉଛି ସମ୍ବିଧାନ ଦିବସ । ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଉତ୍ସବ ପାଳିତ ହେଉଛି । ସଂସଦ ଭବନରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ…

ବାଲେଶ୍ୱର ଆଲଏଜ ଖଣିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ବାଲେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର କାଳିଆପାଣି ସ୍ଥିତ ଆଲଏଜ ଖଣିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ…

ଆସନ୍ତାକାଲି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ । ସନ୍ଧ୍ୟା ୫ଟା ପୂର୍ବରୁ ବହୁମତ ପରୀକ୍ଷା ଦେବେ ବିଭିନ୍ନ…

ମହାରାଷ୍ଟ୍ର ପ୍ରସଙ୍ଗ: ପୁଣି ସୁପ୍ରିମକୋର୍ଟ ଗଲେ ୩ ଦଳ

ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା, କଂଗ୍ରେସ ଓ ଏନସିପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡ଼ନାଭିସ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ…

ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରୁ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଛି । ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ । ମରାମତି ଶେଷ ପର୍ଯ୍ୟନ୍ତ…

ହୋଟେଲରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ପରେଡ଼

ମହାରାଷ୍ଟ୍ର,୨୫ା୧୧: ମହାରାଷ୍ଟ୍ର ରାଜନୀତିର ଆଉ ଏକ ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଶିବସେନା-ଏନସିପି-କଂଗ୍ରେସ ଦଳ ବିଧାୟକ ମିଶି ପରେଡ଼ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇର ହୟାତ ହୋଟେଲରେ ବିଧାୟକ…

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ୨୯ରେ ଜାମିନ ଆବେଦନର ଶୁଣାଣି

ଜଗତସିଂହପୁର,୨୫ା୧୧(ଓଡ଼ିଶା ଭାସ୍କର): ଜଗତସିଂହପୁର ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଆସନ୍ତା ୨୯ରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କର ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହାର…

ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର…