Browsing Category

Breaking News

ନାବାଳକ ଚା’ ଦୋକାନୀକୁ ଗୋଇଠା ମାରିବା ଘଟଣା, ସସପେଣ୍ଡ ହେଲେ ପିସିଆର୍ କର୍ମଚାରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରି ନିର୍ଦ୍ଧାରିତ ସମୟ ପରେ ବି ଦୋକାନ ଖୋଲିଥିବା ଜଣେ ନାବାଳକ ଚା’ ଦୋକାନୀଙ୍କୁ ଜଣେ ପୋଲିସ କର୍ମୀ ଗୋଇଠା ପରେ ଗୋଇଠା ମାରିବା ସହ ଦୋକାନରୁ କିଛି…

୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, ଦୁଇଟି ଡୋଜ୍‌ କୋଭିଡ୍‌ ଟିକା ନେଇ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତ୍‌ଉର୍ଦ୍ଧ୍ବ ପାହ୍ୟାର…

୨୩ ଜିଲ୍ଳାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ୫ ଟି ଜିଲ୍ଲା…

ରାଜ୍ୟରେ ଟିକା ଅଭାବ ହେବ ଦୂର: ଭୁବନେଶ୍ୱର ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା, ଆଜି ଆଉ ୮ଲକ୍ଷ ଟିକା ଆସିପାରେ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ପହଞ୍ଚିଛି ୧ ଲକ୍ଷ କୋଭିସିଲ୍ଡ ଟିକା । ଶୁକ୍ରବାର ଆଉ ୮ଲକ୍ଷ ଟିକା ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌…

ବଢିଲା ବସ୍ ଭଡା; ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା ଲକଡାଉନକୁ ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ଆରମ୍ଭ ହୋଇଛି ବସ୍ ସେବା । ବସ ସେବା ଆରମ୍ଭ ହେବା ସହିତ ସ୍ୱୟଂକ୍ରିୟ ଭାବରେ ବସ୍ ଭଡା ବଢିଯାଇଛି । ବର୍ଦ୍ଧିତ ବସ ଭଡା…

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ: କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛନ୍ତି ଅନଲକ ପ୍ରକ୍ରିୟା ଆରମ୍ଭ । ବିଭିନ୍ନ କଟକଣାରେ କିଛି ମାତ୍ରାରେ କୋହଳ ହୋଇଥିଲେ ବି ସଂପୂର୍ଣ୍ଣ ଭାବରେ କୋଭିଡ ନିୟମ…

ଅଫଲାଇନ ମେଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ସରକାର; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ଅସନ୍ତୋଷକୁ ଦୃଷ୍ଟିରେ ରଖି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଜୁଲାଇ ୩୦ ତାରିଖରୁ ଦଶମ ଛାତ୍ରଛାତ୍ରୀଙ୍କ…

ରାଜଧାନୀରେ ହେବ ବହୁମୁଖୀ ଇନଡୋର୍ ଷ୍ଟାଡିଅମ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀରେ ଏକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିଅମ୍ ନିର୍ମାଣ କରାଯାଉ । ଏଥିପାଇଁ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭର୍ଚୁଆଲ୍ ମିଟିଂରେ ପ୍ରସ୍ତାବ…

ପୀଡିତଙ୍କ ସହିତ ଭଲ ବ୍ୟବହାର କରୁଥିବା ଅପହରଣକାରୀଙ୍କୁ ଦିଆଯାଇପାରିବ ନାହିଁ ଆଜୀବନ କାରାଦଣ୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ଅପହରଣକାରୀ ଅପହରଣ କରିଥିବା ବ୍ୟକ୍ତି ସହିତ ଭଲ ବ୍ୟବହାର କରେ ଅଥବା କୌଣସି ପ୍ରକାର କ୍ଷତି ପହଞ୍ଚାଉନାହିଁ ତେବେ ଅପହରଣକାରୀକୁ ଆଜୀବନ କାରାଦଣ୍ଡ ଦିଆଯିବ ନାହିଁ । ଏକ ମାମଲାର ସମାଧାନ…

ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଗୋଡ଼ରେ ୩୦ କିଲୋର ଶିକୁଳି ବାନ୍ଧି ରଖିଲା ସ୍ୱାମୀ

ପ୍ରତାପଗଡ: ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଓ ପୁଅ ମିଶି ମହିଳାଙ୍କୁ ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲେ । ଯେପରି ସେ କୁଆଡେ ଫରାର୍ ନ ହୋଇପାରେ । ତେବେ ଏହିଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି…