Browsing Category

Breaking News

ବିଦୁର ନୀତି: ଏହି ଲୋକମାନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଉଧାର, ନଚେତ୍ ପଡ଼ିିପାରନ୍ତି ଘୋର ସଙ୍କଟରେ

ଓଡ଼ିଶା ଭାସ୍କର ବ୍ୟୁରୋ: ମହାଭାରତର ସବୁଠାରୁ ମହତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବିଦୁର ଅନ୍ୟତମ । ସେ ନିଜର ନୀତିକୁ ନେଇ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ଯାହାଙ୍କର ଗୁଣ ଗାନ ଆଜି ଯାଏ କରାଯାଉଛି । ସେ ଧନ,…

SBI ଗ୍ରାହକଙ୍କୁ ଝଟକା୍: ୧ ଜୁଲାଇରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBIରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ୧ ଜୁଲାଇ ୨୦୨୧ରୁ SBI କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ।…

କୁପ୍ରଥାର ସପକ୍ଷବାଦୀ ପାକିସ୍ତାନରେ ପ୍ରତିବର୍ଷ ୧୦୦୦ ମହିଳା ହୁଅନ୍ତି ଅନର୍ କିଲିଂର ଶିକାର

ନୂଆଦିଲ୍ଲୀ: ପାକିସ୍ତାନରେ ଇଜ୍ଜତ ବଞ୍ଚାଇବା ନାମରେ ଝିଅମାନଙ୍କ ଜୀବନ ଦେବା ଭଳି କୁପ୍ରଥା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାରେ ଲାଗିଛି । କୌଣସି ଝିଅ ଯଦି ନିଜ ଇଚ୍ଛାରେ ପୁଅ ପସନ୍ଦ କରି ବିବାହ କରିବାକୁ ଚାହିଲେ…

ଜୁଲାଇ ୧୯ରେ ହୋଇପାରେ ମୌସୁମୀ ଅଧିବେଶନ, ସାଂସଦଙ୍କୁ ନେବାକୁ ପଡ଼ିବ ଦୁଇଟି ଡୋଜ୍ ଟିକା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ । ଏହାପରେ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରହିବ । ସଂସଦର କ୍ୟାବିନେଟ୍ କମିଟି ପକ୍ଷରୁ ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ମୌସୁମୀ ଅଧିବେଶନ ରଖିବା…

ଭୁବନେଶ୍ୱରରେ ୫ଟି ମଦ ଦୋକାନ ସିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକାମନେ ଏହାକୁ ଫୁ’ କରି ଉଡ଼ାଇଦେଉଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୫ଟି ମଦ ଦୋକାନ ସିଲ୍ ହୋଇଛି । କୋଭିଡ ନିୟମ…

ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ପଠାଗଲା ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ…

ଏନକାଉଣ୍ଟରରେ ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶ୍ରୀନଗର ଜିଲ୍ଲାର ପରିମପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ୨ ମୃତକଙ୍କ ମଧ୍ୟରୁ ଜଣେ ଲସ୍କର…

କମିସନରେଟ ପୁଲିସକୁ ବଡ଼ ସଫଳତା: ଫାସରେ ପଡ଼ିଲେ ୭ ସାଇବର୍ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିସନରେଟ ପୁଲିସ୍ କୁ ମିଳିଛି ବଡ଼ ସଫଳତା । ପୁଲିସ୍ ଆଜି ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ୭…

ବିଜୁଳି ମାଗଣାରେ ଦେବି… ଅରବିନ୍ଦ କହିଲେ ଏମିତି

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ୍ ଆଜି ପଞ୍ଜାବ ନିର୍ବାଚନ ପ୍ରଚାର ପାଇଁ ଗସ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ସମ୍ବୋଧନ କରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି…

OFS ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବା (ଓଏଫଏସ) ସ୍ତରରେ ଅଦଳବଦଳ କରାଯାଇଛି । ୧୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ବଦଳି…