Browsing Category

Breaking News

କଣ ଏସି ଲଗାଇବା କାରଣରୁ ଆସୁଛି କି ଅଧିକ ଇଲେକ୍ଟ୍ରିକ୍ ବିଲ୍, ତେବେ ଆପଣାନ୍ତୁ ଏହିସବୁ ଟିପ୍ସ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା କାଳରେ ୱର୍କ ଫ୍ରମ୍ ହୋମ୍ ଆରମ୍ଭ ହେବା ପରଠାରୁ ଏୟାର କଣ୍ଡିସନର୍ ବା ଏସିର ଚାହିଦା ଖୁବ୍ ବଢ଼ିଯାଇଛି । ଯାହା ଫଳରେ ଦିନଯାକ ଘରେ ରହି କାମ କରିବାକୁ ପଡୁଥିବାରୁ ଇଲେକ୍ଟ୍ରିକ୍ ବିଲ୍…

କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ

ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ…

ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ, କିନ୍ତୁ ବୋର୍ଡ କହିଲା – ‘ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।…

ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍

ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ…

ଆସନ୍ତାକାଲି ସରିଯିବ ଟିକା: କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।…

କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ…

ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ…

ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧…

ରାଜ୍ୟରେ କୋହଳ ହେବ ’କରୋନା’ କଟକଣା! ଜାଣନ୍ତୁ କେମିତି…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କମିନି ସଂକ୍ରମଣ କି ହଟନି ଆଶଙ୍କା। କିନ୍ତୁ ମିଳିପାରେ କଟକଣାରୁ ଆଶ୍ଵସ୍ତି। ଏନେଇ ସଂକେତ ପ୍ରଦାନ କରିଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ଗୋଟିଏ ଥରରେ ସବୁ ଅଞ୍ଚଳରେ ମହାମାରୀ…

ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା

ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍‌ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨…