Browsing Category

Breaking News

କରୋନାର ତୃତୀୟ ଲହର ଓ ଡେଲଟା ପ୍ଲସ ନେଇ କ’ଣ କହିଲେ ଡିଏମଇଟି ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହାରି ମଧ୍ୟରେ ତୃତୀୟ ଲହର ଓ ଡେଲଟା ପ୍ଲସ ଭେରିଏଣ୍ଟ ନେଇ ପ୍ରତିକ୍ରିୟା ପ୍ରକାଶ…

ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ୍: ଆଜି ୧୩୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଗାଡ଼ି ଭାଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଏକ ଭାଲୁ!

ନୂଆଦିଲ୍ଲୀ: ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଗାଡ଼ି ଭାଙ୍ଗିବା ଅଭିଯୋଗରେ ଏକ କଳା ଭାଲୁ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । କିଛିଦିନ ପୂର୍ବରୁ ଆମେରିକାର…

ଚଳିତ ବର୍ଷ ନବମ ଓ ଦଶମ ପିଲାଙ୍କ ସିଲାବସ୍ ୩୦ ପ୍ରତିଶତ କମିବ, ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । ପୂର୍ବରୁ କୋଭିଡ୍ କାରଣରୁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ କେବେ ଖୋଲିବ ସେଇ କୌଣସି ନିଷ୍ପତ୍ତି…

ଡେଲଟା ପ୍ଲସ୍ ସାଜିବ ତୃତୀୟ ଲହରର ମୁଖ୍ୟ କାରଣ, ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଉଛି ଏହି ଭାଇରସ୍, ଜାଣନ୍ତୁ କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଡେଲଟା ପ୍ଲସକୁ ନେଇ ଆଶଙ୍କା ଜାରି ରହିଛି । ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ୍ ମାଡ଼ି ଚାଲିଥିବା ବେଳେ ଏହି ଭାଇରସ୍ ତୃତୀୟ ଲହର ଆଣିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ପୁଣି ବଢ଼ିଲା କରୋନା ମୃତ୍ୟୁସଂଖ୍ୟା: ଆଜି ୪୬ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୪୫୬ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୯୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୯୭ ହଜାର ୩୫୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୯୯ଲକ୍ଷ ୯…

ପୁଣି ଚିନ୍ତା ବଢ଼ାଉଛି କରୋନାର ଡେଲ୍ଟା ଭରିଏଣ୍ଟ, ମହାରାଷ୍ଟ୍ରରୁ ୨୧ ଡେଲ୍ଟା ପ୍ଲସ୍‌ ରୋଗୀ ଚିହ୍ନଟ

ମୁମ୍ବାଇ (ଓଡ଼ିଶା ଭାସ୍କର): ଦେଶରେ ତାଣ୍ଡବ ରଚିଥିବା କରୋନାର ଡେଲ୍ଟା ଭରିଏଣ୍ଟ ଏବେ ମ୍ୟୁଟେସନ ହୋଇ ଡେଲ୍ଟା ପ୍ଲସର ରୂପ ଧାରଣ କରିଛି । ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ଧୀରେଧୀରେ ତା’ର କାୟା ବିସ୍ତାର କରିବା…

ସାଂସଦଙ୍କ ଜାଲ ଜାତି ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ  (ଓଡ଼ିଶା ଭାସ୍କର) : ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ…