Browsing Category

Breaking News

IAS ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ଦେହାନ୍ତ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର…

ଏହି ୫ଟି ଦେଶକୁ ଆଜି ବି ଛୁଇଁ ପାରୁନି କରୋନା: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: କରୋନା ପାଇଁ ଆଜି ସମଗ୍ର ବିଶ୍ୱର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ତେବେ ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ମଧ୍ୟ ଅନେକ ବିତ୍ତଶାଳୀ ରାଷ୍ଟ୍ର ଏହି ମହାମାରୀରେ ଆଣ୍ଠେଇ ପଡ଼ିଛନ୍ତି । ଆମେରିକା,…

ହଟିଲା ଆଶଙ୍କା: କରୋନାର ତୃତୀୟ ଲହରରେ ଛୋଟ ପିଲା ହେବେ ନାହିଁ ଆକ୍ରାନ୍ତ, ଆସିଲା ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଭାରତବର୍ଷରେ କରୋନାର ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଅସମୟରେ ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟକୁ ନେଇ କିଛିଟା ଆଶ୍ୱସ୍ତ୍ୟ ମିଳିଛି ।…

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୪୨୭ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…

ରାଜ୍ୟରେ ପୁଣି ବଢ଼ିଲା କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ପୁଣି ରାଜ୍ୟକୁ ଆସୁଛି ପ୍ରବଳ ବର୍ଷା, ଜାଣନ୍ତୁ କେବେଠାରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି । ତେବେ ଆସନ୍ତା ଦୁଇଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ୨୧ ତାରିଖରୁ ପୁଣି ବର୍ଷାର ଝଲକ ଦେଖିବାକୁ…

#ମିଲଖା ସିଂଙ୍କୁ କରୋନା ନେଇଗଲା…

ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ…

ସିଆରପି ଛକରେ ଅଗ୍ନିକାଣ୍ଡ: ଦୋକାନରେ ନିଆଁ ଲାଗି ସବୁ ପାଉଁଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ସିଆରପି ଛକ ନିକଟରେ ଏକ ଦୋକାନରେ ନିଆଁ ଲାଗିବା ଫଳରେ ଦୋକାନ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ…

#କରୋନା ନେଇଗଲା ଦେବାଶିଷ ପାଣିଗ୍ରାହୀଙ୍କୁ; ପରଲୋକ ପରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ସେ କୋଭିଡରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ବାହାରକୁ ଚିକିତ୍ସା ଲାଗି…

ବାପୁଜୀ ନଗର ଓ ୟୁନିଟ୍‌-୪ ଆମିଷ ମାର୍କେଟ୍‌କୁ ବନ୍ଦ କଲା ବିଏମ୍‌ସି, ଜୁନ୍ ୨୫ ଯାଏଁ ପଡିବ ତାଲା

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟରେ ସାମାନ୍ୟ କଟକଣା କୋହଳ ପରେ କୋଭିଡ୍ ନିୟମ ଭୁଲି ଅକାରଣରେ ବଜାରରେ ଜମାଉଛନ୍ତି ଭିଡ। ବିଭିନ୍ନ ମାକେର୍ଟରେ ଲାଗୁଛି ଗହଳି ଚହଳି। ମହାମାରୀ ସମୟରେ ଜୀବନ ଜୀବିକାକୁ ସୁୁଚାର…