Browsing Category

Breaking News

ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଦର୍ଶନ

ନୂଆଦିଲ୍ଲୀ,୧ ।୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ଲୋଧି ରୋଡରେ କରାଯିବ । ପ୍ରାୟ ୧୨ଟା ସମୟରେ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରାଯିବ ।…

ଆଜିଠୁ ୬ ଦିନ ଯାଏ ଚାଲିବ JEE ମେନ୍‌ ପରୀକ୍ଷା

ଭୁବନେଶ୍ୱର, ୧/୯(ଓଡିଶା ଭାସ୍କର): ଆଜିଠୁ ୬ ଦିନ ଯାଏ  JEE ମେନ୍‌ ପରୀକ୍ଷା ଚାଲିବ। ରାଜ୍ୟରେ ୭ଟି ସହରର ୨୬ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଚଲିତ ଥର ରାଜ୍ୟର ୩୮ ହଜାର ୨୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।…

ତ୍ୱଚା ପାଇଁ ପୁଦିନାପତ୍ର କେତେ ଉପଯୋଗୀ, ଆସନ୍ତୁ ଜାଣିବା

କାମ ସହିତ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । କାରଣ ଏହା ଆମ ଆକର୍ଷଣ ବଢାଇଥାଏ। ମାତ୍ର ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରି ନଥାଆନ୍ତି। ଏହାସହ ଦାଗ, ବ୍ରଣ…

ମହାନଦୀରେ କମିଛି ବନ୍ୟାଜଳ ପ୍ରବାହ

କଟକ,୧/୯(ଓଡିଶା ଭାସ୍କର): ଆଜି ଭୋର୍‌ରୁ ମହାନଦୀରେ କମିଛି ବନ୍ୟାଜଳ ପ୍ରବାହ। ସକାଳ ୭ଟା ସୁଦ୍ଧା ମୁଣ୍ଡୁଳିରେ ୯ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଅଗଷ୍ଟ ୩୦ରୁ ଏଥିରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ…

ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧/୮(ଓଡିଶା ଭାସ୍କର): ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି ପାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ଅବଧି ବୃଦ୍ଧି କରାଯାଇଛି। ବନ୍ୟା ଓ କୋଭିଡ୍‌ ଦୃଷ୍ଟିରୁ  ଖାଦ୍ୟ ଯୋଗାଣ…

ସେପ୍ଟେମ୍ବର ୩୦ ମଧ୍ୟରେ ହେବ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ପ୍ରାୟ ସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ସେପ୍ଟେ୍ମ୍ବର ୩୦ ମଧ୍ୟରେ ୟୁଜି/ପିଜି ପରୀକ୍ଷା…

ସେପ୍ଟେମ୍ବର ମାସ ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ, ଜାଣନ୍ତୁ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଅନଲକ ୪ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । କରୋନା ମୁକାବିଲା ନେଇ ନିୟମାବଳୀ ଜାରି ହୋଇଛି । ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦…

ଖୁସି ଖବର, ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୭୨୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ବୋଲି…