Browsing Category

Breaking News

କରୋନା: ମାର୍ଚ୍ଚ ମାସ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର):  ମାର୍ଚ୍ଚ ମାସ ପାଇଁ  ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ୨ ହଜାର ଲୋକଙ୍କୁ ନେଇ ଯାତ୍ରା ଆୟୋଜନ କରିବାକୁ ଅନୁମତି ମିଳିଛି । ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ…

ଏହି ରାଜ୍ୟ ରେ ପରୀକ୍ଷା ନଦେଇ ପାସ ହେବେ ନବମ ,ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ

କରୋନା ମହାମାରୀ ବେଳେ ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏହା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକଦଶ ଶ୍ରେଣୀର…

୨୧ ବର୍ଷରେ ଡିଏସପି ହେଲେ ହିମା, ଦେଖନ୍ତୁ ଭିଡ଼ିଓ

ଦିସପୁର, ୨୭ା୨: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସ ବିଭାଗରେ ଡିଏସପି ପଦରେ ନିଯୁକ୍ତି ପାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ହିମାଙ୍କୁ ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।…

‘ଯେଉଁମାନଙ୍କ ପାଖରେ ତେଲ ପାଇଁ ଅର୍ଥ ନାହିଁ, ସେମାନେ ସାଇକେଲ ଚଲାନ୍ତୁ’

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ଦେଶରେ କ୍ରମାଗତ ଭାବେ ତୈଳ ଦର ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତୈଳ ଦର ବୃଦ୍ଧି ନେଇ…

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା, କଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଏ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ବାଚନିକ ଭୋଟରେ ଯୋଜନା ଗୃହୀତ ନେଇ…

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍, ଜାଣନ୍ତୁ କେଉଁ ହସ୍ପିଟାଲରେ ଓ କେବେ ଦିଆଯିବ ଟିକା

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ କୋଭିଡ-୧୯ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛନ୍ତି । ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ପ୍ରଦାନ କରାଯିବ । ଦ୍ୱିତୀୟ…

‘ଭିସୁଟ’ର ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

ସମ୍ବଲପୁର, ୨୭ା୨ (ଓଡିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫…

ବାଇକ୍ ଉପରେ ପଡ଼ିଲା ଗଛ: ୩ ବର୍ଷର ପୁତ୍ର ମୃତ, ବାପା, ମାଆ ଆହତ

ଯାଜପୁର, ୨୭ା୨ (ଓଡିଶା ଭାସ୍କର): ବାଇକ୍ ଉପରେ ଗଛ ପଡ଼ି ଜଣେ ୩ ବର୍ଷର ବାଳକର ଅକାଳରେ ଜୀବନ ଦୀପ ଲିଭି ଯାଇଛି । ଯାଜପୁରର ବିରଜା ଦର୍ଶନ ସାରି ସପରିବାର ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ନେଇ ତୀବ୍ର…