Browsing Category
Breaking News
କମେଡିଆନ ଭାରତୀ ସିଂ ଗିରଫ
ମୁମ୍ବାଇ,୨୧/୧୧: ୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB। ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି। ତେବେ ଆଜି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା NCB। ଅନ୍ଧେରି ସ୍ଥିତ ଘରେ ଆଜି…
କପିଲ ଶର୍ମା ତାଙ୍କ କମେଡି ଶୋ’ ପାଇଁ କେତେ ନିଅନ୍ତି ଟଙ୍କା? ଜାଣିଲେ ମୁଣ୍ଡ ବୁଲେଇବ
ନୂଆଦିଲ୍ଲୀ,୨୧ ।୧୧: ଦେଶର ପ୍ରସିଦ୍ଧ କମେଡିଆନ୍ କପିଲ ଶର୍ମାଙ୍କୁ କିଏ ବା ନଜାଣେ । ଗତ କିଛି ବର୍ଷରେ କପିଲଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । କପିଲଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ଟପ୍ ଟିଭି ଶୋରେ ସାମିଲ ରହିଛି ।…
1 dead and several injured as Police open fires in Tripura protests.
Agartala, 21/11: At least one died and several others were injured as Police opened fire on the protesters on National Highway 8 at Panisagar town, 4hours north of Agartala. At…
ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କାଲି ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିବେ ସରକାରୀ ଦଳ ମୁଖ୍ୟ ସଚେତକ । ଏହି ପ୍ରସ୍ତାବ…
ଭୁବନେଶ୍ୱରରୁ ଆଜି ପୁଣି ୪୬ ପଜିଟିଭ, ୬୮ ସୁସ୍ଥ
ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୪୬ କରୋନା ପଜିଟିଭ୍…
ରାଜ୍ୟରେ ୨ ଦିନ ମଧ୍ୟମ ଧରଣର ବର୍ଷା! ଜାଣନ୍ତୁ କେଉଁ ଜିଲ୍ଲା ଭିଜିବ
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଆଗାମୀ ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ…
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ ।…
ଗୃହ ଆରମ୍ଭରୁ ହୋହଲ୍ଲା, ମୁଣ୍ଡ ପିଟିଲେ ତାରା
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ…
ଇମରାନ ଖାନଙ୍କୁ ଫେସବୁକ, ଗୁଗୁଲ ଓ ଟ୍ୱିଟର ଚେତାବନୀ- ‘ଆଇନ ପରିବର୍ତ୍ତନ ନକଲେ ଛାଡିଦବୁ ପାକିସ୍ତାନ’
ଇସଲାମାବାଦ,୨୧ ।୧୧: ନୂଆ ଡିଜିଟାଲ ଆଇନ ଆଣିବା ପରେ ବଡ ଅଡୁଆରେ ଫସିଛି ପାକିସ୍ତାନ । ଇଣ୍ଟରନେଟ ଓ ଟେକ୍ନୋଲୋଜିର ବଡ ବଡ କମ୍ପାନୀଗୁଡିକ ପାକିସ୍ତାନକୁ ଧମକ ଦେଇଛନ୍ତି ଯେ, ଯଦି ଏହି ଆଇନ ପରିବର୍ତ୍ତନ ନହୁଏ ତେବେ…
କୋଭାକ୍ସିନ ଟିକା ସଂରକ୍ଷଣକୁ ନେଇ ଡାକ୍ତରଙ୍କ ସୂଚନା
ନୂଆଦିଲ୍ଲ.୨୧ ।୧୧: ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସଂରକ୍ଷଣ ପ୍ରସଙ୍ଗରେ ଟିକା ମାନବ ପରୀକ୍ଷଣ ମୁଖ୍ୟ ଡାକ୍ତର ଇ.ଭେଙ୍କଟ ରାଓ ସୂଚନା ଦେଇଛନ୍ତି । ସେ…