Browsing Category

Breaking News

ଟିକା ନେବା ପରେ ବି ହେବେ କରୋନା ସଂକ୍ରମିତ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାକୁ ଲାଗିଛି । ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବା ବେଳେ ସୁସ୍ଥହାର ମଧ୍ୟ ବଢ଼ିବାକୁ ଲାଗିଛି । ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ…

Googleରେ ସେକ୍ସକୁ ନେଇ ଅଧିକାଂଶ ଲୋକ ଏହି ଜିନିଷ ସର୍ଚ୍ଚ କରିଥାନ୍ତି, ଜାଣନ୍ତୁ କ’ଣ

ସେକ୍ସ ବିଷୟରେ ସମସ୍ତଙ୍କ କିଛି ନା କିଛି ଜ୍ଞାନ ରହିବା ନିହାତି ଦରକାର । ତେଣୁ ଲୋକମାନେ ସେକ୍ସ ବିଷୟରେ ଅଧିକ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଥାନ୍ତି । କିଛି ଲୋକ ସେକ୍ସର ଫାଇଦା ଓ ନୁକସାନ ବିଷୟରେ ଜାଣିବା…

ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି, ରୋଗୀଙ୍କ ପାଇଁ ରାଜ୍ୟରେ ଏତିକି ରହିଛି କୋଭିଡ୍ ବେଡ୍

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ…

ଘର ଭିତରେ ଭୟଙ୍କର ବିସ୍ଫୋରଣ, ୨ ମୃତ, ୩ ଗୁରୁତର

କୁକୁଡାଖଣ୍ଡି, ୧୯ ।୪ (ଓଡିଶା ଭାସ୍କର) : ଗଞ୍ଜାମ ଜିଲ୍ଲା ସଦର ଥାନା କୁକୁଡାଖଣ୍ଡି ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଠାରେ ଗୋଟିଏ…

ଦିଲ୍ଲୀ ପରେ ଏହି ରାଜ୍ୟରେ ଲାଗୁ ହେଲା ଲକଡାଉନ୍

ରାଜସ୍ଥାନ : କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି । ରାଜସ୍ଥାନର ଗେହଲଟ୍ ସରକାର ୧୯ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଛନ୍ତି । ଏହି ସମୟରେ…

ବର ଜଣେ, କନ୍ୟା ଦୁଇଜଣ, ବିବାହ ପୂର୍ବରୁ ତିନି ସନ୍ତାନ: ଜାଣନ୍ତୁ ଆଗକୁ କ’ଣ ଘଟିଲା

ଜଣେ କନ୍ୟାକୁ ଜଣେ ବର ବିବାହ କରନ୍ତି, ଏକଥା ଆପଣମାନେ ଜାଣିଥିବେ । ମୁମ୍ବାଇରେ ଜଣେ ବରକୁ ଦୁଇଜଣ କନ୍ୟା ବିବାହ କରିଛନ୍ତି । ପୁଣି ବିବାହ ପୂର୍ବରୁ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ମୁମ୍ବାଇର ଜଣେ ୨୬ ବର୍ଷୀୟ…

ରାଜଧାନୀରେ ଅଣାୟତ୍ତ କରୋନା, ୬ ଦିନିଆ ଲକଡାଉନ୍ ଘୋଷଣା କଲେ ଦିଲ୍ଲୀ ସରକାର

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି କରୋନା ସ୍ଥିତି ସମୀକ୍ଷା କରି…

ଶ୍ରୀମନ୍ଦିର ସହ ଜଡିତ ୫୦ ଲୋକ କରୋନା ସଂକ୍ରମିତ

ପୁରୀ, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା କାୟା ମେଲାଇଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଏଭଳି ପରିସ୍ଥିତିରେ ଆଜି ପୁରୀ ଶ୍ରୀମନ୍ଦିରରୁ ୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ବିରୋଧୀ ଦଳ ନେତା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, ୧୯ା୪ (ଓଡିଶା ଭାସ୍କର): ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ…

ଦିଲ୍ଲୀରେ ବେଲଗାମ କରୋନା: ବଢ଼ିପାରେ କର୍ଫ୍ୟୁ ଅବଧି

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହା ଭିତରେ ଆଉ ଗୁରୁତ୍ୱପୁର୍ଣ୍ଣ ଖବର ଆସିଛି । ଦିଲ୍ଲୀରେ ଲାଗୁ ହୋଇଥିବା ସପ୍ତାହାନ୍ତ କର୍ଫ୍ୟୁର ଅବଧିକୁ…