Browsing Category

Breaking News

ମୋଦିଙ୍କ ଘୋଷଣାକୁ ନବୀନଙ୍କ ସମର୍ଥନ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଷେଧକ ବାହାରିନି । ଚାରିଆଡ଼େ ଏହି ଭାଇରସ୍ ଭୟାବହ ପରିସ୍ଥିତି ସୃଷ୍ଟି କରିଛି ।…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଆଜି ରାତି ୧୨ଟାରୁ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍-ଡାଉନ୍

ନୂଆଦିଲ୍ଲୀ,୨୪ ।୩: କରୋନା ଭାଇରସ ପ୍ରସଙ୍ଗରେ ଦେଶବାସୀଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ବୋଧନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କ ଧନ୍ୟବାଦ ଜଣାଇବା ସହ କରୋନାକୁ…

ଓଡିଶାରେ କରୋନା ସ୍ଥିତି ବିସ୍ଫୋରକ ହୋଇପାରେ, ପଞ୍ଜୀକୃତଙ୍କ ମଧ୍ୟରୁ ଶହେ ସନ୍ଦିଗ୍ଧ: ବାଗଚୀ

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ, କରୋନା ପାଇଁ ଆଜି ମଧ୍ୟ ରାତିରୁ ସବୁ ଜିଲ୍ଲାରେ ଲକ୍-ଡାଉନ୍ ଲାଗୁ…

କରୋନା ଭାଇରସ୍: ପରୀକ୍ଷା ପାଇଁ ବଢିଲା ଲ୍ୟାବ୍

ନୂଆଦିଲ୍ଲୀ,୨୪ ।୩: କରୋନା ପରୀକ୍ଷା ପାଇଁ ଦେଶରେ ୧୧୮ଟି ସରକାରୀ ଲ୍ୟାବରେ ସୁବିଧା ହୋଇଛି । ଆଇସିଏମଆର ନେଟୱାର୍କ ଅଧୀନରେ ଏହି ଲ୍ୟାବରେ ପରୀକ୍ଷଣର ସୁବିଧା ରହିବ । ଏହା ମାଧ୍ୟମରେ ଗୋଟିଏ ଦିନରେ ୧୨ ହଜାର ନମୁନା…

ଦିଲ୍ଲୀରେ ଆଜିଠୁ ଲାଗୁ ହେଲା କର୍ଫ୍ୟୁ

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱରେ କରୋନା ନେଇ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।…

କରୋନା ପରେ ଚୀନରେ ଆଉ ଏକ ନୂଆ ମାରାତ୍ମକ ‘ହନ୍ତା’ ଭାଇରସର ପ୍ରବେଶ: ଜଣେ ମୃତ, ଜାଣନ୍ତୁ ଏହାର ଲକ୍ଷଣ

ବର୍ତ୍ତମାନ ସୁଦ୍ଧା ଚୀନ୍ କରୋନା ଭାଇରସରୁ ମୁକ୍ତି ପାଇବାକୁ ସକ୍ଷମ ହୋଇନଥିବା ବେଳେ ଆଉ ଏକ ନୂଆ ଭୂତାଣୁ ବିସ୍ତାର ହେବାର ଖବର ଆସିଛି । ଚୀନର ସରକାରୀ ଗଣମାଧ୍ୟମ ପ୍ରତିଷ୍ଠାନ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚୀନର…

ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍ ଡାଉନ୍ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ଲକ୍-ଡାଉନ୍ ବେଳେ ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ ।…

ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି କରିଛି କରୋନା ଭାଇରସ୍ । ତେଣୁ କରୋନାକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସେ ନିବେଦନ କରି…