fbpx
Browsing Category

Breaking News

ସୁପ୍ରିମକୋର୍ଟରେ ଜାରି ରହିଛି ମହାରାଷ୍ଟ୍ର ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଶିବସେନା, କଂଗ୍ରେସ ଓ ଏନସିପିର ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ସମସ୍ତ ପକ୍ଷର ଓକିଲ…

ମୋଦୀଙ୍କ ‘ମନ୍ କି ବାତ୍’, କହିଲେ – ‘ରାଜନୀତିରେ ଆସିବାକୁ ଆଗ୍ରହୀ ନଥିଲି’

ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ରରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ଏନସିସି ଦିବସରେ…

ବିଜେପିକୁ ସଞ୍ଜୟଙ୍କ କଡା ସମାଲୋଚନା

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆ ମୋଡ । ବିଜେପି ସରକାର ଗଢିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ବିଜେପିକୁ କଡା ସମାଲୋଚନା କରିଛନ୍ତି…

ଆଜି ୧୧.୩୦ରେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଶୁଣାଣି

ନୂଆଦିଲ୍ଲୀ,୨୪ା୧୧: ମହାରାଷ୍ଟ୍ରରେ ମହାନାଟକର ଗତକାଲି ଅନ୍ତ ଘଟିଥିଲା । କିନ୍ତୁ ବିରୋଧୀ ଦଳ ଏନସିପି, କଂଗ୍ରେସ ଓ ଶିବସେନା ମହାରାଷ୍ଟ୍ର ସରକାର ଗଠନ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି…

ମହାରାଷ୍ଟ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା, କଂଗ୍ରେସ ଓ ଏନସିପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଗଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଆଜି ସକାଳେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…

ବିଜେଡିରେ ମିଶିଲେ ପ୍ୟାରୀଙ୍କ ବଡ ଝିଅ ସିକ୍ତା

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଜୁ ଜନତା ଦଳ ବା ବିଜେଡିରେ ଯୋଗ ଦେଇଛନ୍ତି ସମାଜସେବୀ ସିକ୍ତା ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।…

ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବେନଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜାତୀୟ ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

୫-ଟିକୁ ନୀତି ଆୟୋଗର ପ୍ରଂଶସା

ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ…

ବିହାରର ଲେଫ୍ଟନାଣ୍ଟ ଶିବାଙ୍ଗି ହେବେ ନୌସେନାର ପ୍ରଥମ ମହିଳା ପାଇଲଟ୍

ନୂଆଦିଲ୍ଲୀ,୨୩ ।୧୧: ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ ଭାବେ ଲେଫ୍ଟନାଣ୍ଟ ଶିବାଙ୍ଗି ୨ ଡିସେମ୍ବରକୁ କାର୍ଯ୍ୟରେ ଯୋଗ ଦେବେ । ଶିବାଙ୍ଗି କୋଚ୍ଚୀରେ ଅପରେସନାଲ ଡ୍ୟୁଟିରେ ସାମିଲ ହେବେ । ସେ ୨ ଡିସେମ୍ବରରେ…

ସମର୍ଥନ ଦେଉଥିବା ୯ ଏନସିପି ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇଲା ବିଜେପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ରାଜନୀତିରେ ଆଜି ସକାଳେ ବଡ ହେରାଫେରି ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…