Browsing Category

Breaking News

ଓଡିଶାରୁ ଗୁଜୁରାଟକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର,୧୨/୯(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଗୁଜୁରାଟକୁ ଆଜିଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା ୭ଟା ୫୫ରୁ ଭୁବନେଶ୍ୱରରୁ ଛାଡିବ ଏହି ଟ୍ରେନ୍ । ସେପ୍ଟେମ୍ବର ୧୩ ଅପରାହ୍ଣ…

କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ, ବଦଳିଗଲେ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ,୧୧/୯: ଆଜି କଂଗ୍ରେସରେ ବଡ ଧରଣର ପରିବର୍ତ୍ତନ ହୋଇଛି। କଂଗ୍ରେସର ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ବାଦ ପଡିଛନ୍ତି ଗୁଲାମନବୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି,…

ଭୁବନେଶ୍ୱରରୁ ଆଜି ୪୧୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୧୧ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ…

ଖୁସି ଖବର: ରାଜ୍ୟରେ ଆଜି ୪୦୬୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ମାଡିଚାଲିଛି । ମନ୍ତ୍ରୀଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଖାଦ୍ୟ…

ସାମାନ୍ୟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ: କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିବାରେ ଲାଗିଛି । ଏହାରି ମଧ୍ୟରେ ଶୁକ୍ରବାର ଦିନ ସେୟାରେ ବଜାରରେ ସାମନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଛି ସେନସେକ୍ସ ।…

‘ଗରିମା’ ଯୋଜନାର ହେଲା ଶୁଭାରମ୍ଭ

ଭୁବନେଶ୍ୱର,୧୧ ।୯(ଓଡିଶା ଭାସ୍କର): କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।…