Browsing Category
Breaking News
ନୂଆ ଚିହ୍ନଟ ହୋଇଥିବା ୭୩ଜଣ ଆକ୍ରାନ୍ତଙ୍କ ତଥ୍ୟ
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ନୂଆ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୪୨ଆକ୍ରାନ୍ତ ସୁରତ ଫେରନ୍ତା ଏବଂ…
ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୩।୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ
ଗଞ୍ଜାମରୁ ୪୨ ,…
ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ
ଅନୁଗୁଳ, ୧୪।୫(ଓଡିଶା ଭାସ୍କର) : ଅନୁଗୁଳ ସ୍ଥିତ ଠାକୁରଗଡ଼ ଷୋଳପଦା ନିକଟରେ ଏକ ଅଭାବନିୟ ଘଟଣା ଘଟିିିଯାଇଛି। ଠାକୁରଗଡ଼ ଷୋଳପଦା ନିକଟରେ ଓଲଟିପଡିିିଛି ବସ୍। ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…
ସୃଷ୍ଟି ହେଲା ଲଘୁଚାପ ବଳୟ, ଝଡ ଆଶଙ୍କା
ଭୁବନେଶ୍ୱର, ୧୪।୫(ଓଡ଼ିଶା ଭାସ୍କର): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ମେ ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡର…
କେନ୍ଦ୍ରର ଏମଏସଏମଇ ପ୍ୟାକେଜକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩।୫(ଓଡିଶା ଭାସ୍କର): କେନ୍ଦ୍ରର ଏମଏସଏମଇ ପ୍ୟାକେଜକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଲଘୁ,ମଧ୍ୟମ ଶିଳ୍ପକୁ ଏହା ନୂଆ ଆଶା ଦେବ। ଏହି ପ୍ୟାକେଜ ବହୁ ସଂଖ୍ୟାରେ କର୍ମନିଯୁକ୍ତି…
IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ
ଭୁବନେଶ୍ୱର, ୧୩।୫(ଓଡିଶା ଭାସ୍କର): ରାଜ୍ୟ IAS ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗର ପ୍ରମୁଖ…
ଆକାଉଣ୍ଟକୁ ୨ ହଜାର ଟଙ୍କା ନଆସିଥିଲେ କଣ କରିବେ? ଜାଣନ୍ତୁ ପ୍ରୋସେସ୍
କରୋନା ସଙ୍କଟ ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତ ପାଇଁ ମୋଦୀ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ କରିଛନ୍ତି । ପିଏମ କିଷାନ ଯୋଜନା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସହାୟତା ପାଇଁ ମାସିକ ତାଙ୍କ…
ବର୍ଷା ଓ ବଜ୍ରପାତକୁ ନେଇ ୧୦ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ…
ସଙ୍ଗରୋଧ କେନ୍ଦ୍ର, କୋଭିଡ଼ ସେଣ୍ଟର ଓ ଟିଏମସିର ଜିଆଇଏସ ମାଧ୍ୟମରେ ମ୍ୟାପିଂ ହେଉଛି: ବାଗଚୀ
ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ଅଣାଯିବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଆଜି ନୂଆଦିଲ୍ଲୀ…
ଟିଡ଼ିଏସ ଦରରେ୨୫ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ, ୧୩ା୫: ୨୫ ପ୍ରତିଶତ ଟିଡ଼ିଏସ ହ୍ରାସ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡ଼ିଏସ ଓ ଟିସିଏସ ଦରରେ ୨୫ ପ୍ରତିଶତ ହ୍ରାସ କରାଯିବ । ଟିଡ଼ିଏସ ଓ ଟିସିଏସ…