Browsing Category
Breaking News
ଖୁସି ଖବର: ରାଜ୍ୟରେ ଆଜି ୧୬୪୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୬୪୧କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ
ଭୁବନେଶ୍ୱର,୬/୧୧(ଓଡିଶା ଭାସ୍କର): ଡିସେମ୍ବର୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛି ରାଜ୍ୟରେ କୋଭିଡର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଏହି…
ପ୍ରକାଶ ପାଇଲା OJEE ରେଜଲ୍ଟ
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି ।…
ବିଜେଡି ଛାଡିଲେ ଜୀବନ ପ୍ରଦୀପ
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ଆଜି ବିଜେଡି ଛାଡିଛନ୍ତି ଜୀବନ ପ୍ରଦୀପ ଦାସ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଜୀବନ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ‘ଦଳ ମୋତେ ଅଣାଦଖା କରୁଥିଲା ।…
କରୋନା ଛାଡିଯିବା ପରେ କ’ଣ କରିବେ ? ଜାଣନ୍ତୁ ବିଶେଷଜ୍ଞଙ୍କ ଉତ୍ତର
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): କରୋନା ସ୍ଥିତି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କୋଭିଡକୁ ନେଇ ବିଶେଷଜ୍ଞମାନେ ଉତ୍ତର ଦେଇଛନ୍ତି । ତେବେ କୋଭିଡ ହେବା ପରେ ଥକାପଣ…
ଭୁବନେଶ୍ୱରରୁ ଆଜି ୬୧ ପଜିଟିଭ ଚିହ୍ନଟ, ୯୧ ସୁସ୍ଥ
ଭୁବନେଶ୍ୱର,୬।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ମନ୍ଦିର ଖୋଲିବା ନେଇ କଣ କହିଲେ ବିଏମ୍ସି କମିଶନର ?
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜଧାନୀରେ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ରାଜଧାନୀରେ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ ।…
ନିର୍ଦ୍ଦେଶକ ପଦରୁ ମନୋରଞ୍ଜନଙ୍କ ଇସ୍ତଫା
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ…
ବିନା ଭକ୍ତରେ ପାଳନ ହେବ ବଡଓଷା
ଆଠଗଡ, ୬ ।୧୧(ଓଡିଶା ଭାସ୍କର) : କରୋନା ପାଇଁ ସମସ୍ତ ପର୍ବ ପର୍ବାଣିରେ କଟକଣା ଲାଗିଛି । ଏହାରି ମଧ୍ୟରେ ଧବଳେଶ୍ୱର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ…
ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ
ବ୍ରହ୍ମପୁର,୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ୨ ଜଣ ଜୁନିଅର ଆକାଉଣ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଡିଏଫଓ ଅଫିସ୍ର ଜୁନିଅର…