Browsing Category
Breaking News
ଆସିଲା ଅନଲକ୍-୬ର ଗାଇଡଲାଇନ୍, ଜାଣନ୍ତୁ
ଭୁବନେଶ୍ୱର,୩୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଜି ଅନଲକ୍-୬ର ଗାଇଡଲାଇନ୍ ଜାରି ହୋଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ କଣ୍ଟେନମେଣ୍ଟ…
୨୪ ଘଣ୍ଟାରେ କରୋନା ନେଲା ୫୫୧ ଜୀବନ
ନୂଆଦିଲ୍ଲୀ,୩୧ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୬୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୨୬୮ ନୂଆ ଆକ୍ରାନ୍ତ…
ଖୁସି ଖବର: ରାଜ୍ୟରେ ଆଜି ୧୮୦୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୩୦।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା
ଭୁବନେଶ୍ୱର,୩୦/୧୦(ଓଡିଶା ଭାସ୍କର): ଉପନିର୍ବାଚନ ପାଇଁ ଆଜି ସବୈତନିକ ଛୁଟି ଘୋଷଣା ହୋଇଛି। ନିର୍ବାଚନ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି । ୩ ତାରିଖରେ ବନ୍ଦ ରହିବ ସରକାରୀ ଓ ବେସରକାରୀ…
ରମାଦେବୀ ୟୁନିଭର୍ସିଟି ରେଜଲ୍ଟ
ଭୁବନେଶ୍ୱର,୩୦ ।୧୦(ଓଡିଶା ଭାସ୍କର): ରାମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି, ପିଜି ରେଜଲ୍ଟ ଆଜି ପ୍ରକାଶ ପାଇଛି । ପିଜିରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ୍ ୮୯.୪୬% ଛାତ୍ରୀ ପାସ୍ କରିଛନ୍ତି । ୟୁଜି କଳାରେ ୯୦.୬୦%,…
ଭୁବନେଶ୍ୱରରେ ଆଜି ବି କମିଲା କରୋନା ସଂକ୍ରମଣ, ଦିନକରେ ମାତ୍ର ୮୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୦ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…
ଶୀତ ଦିନେ ଓଜନ କମାଇବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ
ଧୀରେ ଧୀରେ ମାଡି ଆସୁଛି ଶୀତ । ଯେଉଁ ମାନେ ଗରମ ଦିନେ ବାୟାମ ଓ କସରତ୍ କରି ଓଜନ କମାଇଥାନ୍ତି ,ଶୀତ ଦିନ ଅଧିକ ଥଣ୍ଡା ପଡ଼ିବା ଯୋଗୁଁ ବାୟାମ କରିବାକୁ କିମ୍ବା ଭୋର୍ରୁ ଚାଲିବାକୁ ଯାଇପାରନ୍ତିନାହଁ । ଫଳରେ କମାଇ ଥିବା…
ରାଜଧାନୀରେ ୫୦% ଲୋକଙ୍କର ଦେହରେ ଆଣ୍ଟିବଡି
ଭୁବନେଶ୍ୱର,୩୦ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି ଯେ, ‘ରାଜଧାନୀରେ ୫୦% ଲୋକଙ୍କ…
ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ,୩୦ ।୧୦(ଓଡିଶା ଭାସ୍କର): ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ବ୍ରତ । ମହାପ୍ରସାଦ ଯୋଗାଇବା ପାଇଁ ପୁରୀରେ ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ଉତ୍ତର ଓ ଦକ୍ଷିଣ ଦ୍ୱାରରେ…
ଓଡିଶାରେ କରୋନା ହେଉଛି ପୁନଃ ସଂକ୍ରମଣ
ଭୁବନେଶ୍ୱର,୩୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । କିନ୍ତୁ ଦୂରେଇ ଯାଇନି ବିପଦ । ତେବେ ଓଡିଶାରେ କରୋନା ସ୍ଥିତି ନେଇ ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ଏକ…