Browsing Category

Breaking News

ଲକ୍-ଡାଉନ୍ ହଟାଇବା ପରେ କଣ ରହିଛି ସରକାରଙ୍କ ଯୋଜନା?

ନୂଆଦିଲ୍ଲୀ,୬ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଭାରତ ସମେତ ବିଶ୍ୱର ବହୁ ଦେଶକୁ ନିଜ କବଜାକୁ ନେଇ ସାରିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଅତିକ୍ରମ କରିସାରିଥିବା ବେଳେ ଏହାର ମୁକାବିଲା କରିବା ପାଇଁ…

ରାଜ୍ୟର ୪କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ୧୩୫୦ ଆକ୍ରାନ୍ତ

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ କୋଭିଡ଼-୧୯ହସ୍ପିଟାଲକୁ ଉଦଘାଟନ କରିଛନ୍ତି । କୋଭିଡ଼-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଏହି…

BSNLର ଧମାକେଦାର ଅଫର! ୩୦ଜୁନ୍ ପର୍ଯ୍ୟନ୍ତ ବଢିଲା ବୈଧତା

ଲକ୍-ଡାଉନ୍ ମଧ୍ୟରେ ନିଜ ଗ୍ରାହକଙ୍କ ପାଇଁ ଖୁସି ଆଣିଦେଇଛି BSNL । କମ୍ପାନୀ ନିଜର ୯୬ ଟଙ୍କାର ଲୋକପ୍ରିୟ ପ୍ଲାନ୍ ‘ଭାସନ୍ତମ’ ଗୋଲ୍ଡର ବୈଧତା ୯୦ ଦିନକୁ ବୃଦ୍ଧି କରିଛି । ଖବର ମୁତାବକ, ବର୍ତ୍ତମାନ ଉପଭୋକ୍ତାମାନେ…

ଫିଲ୍ମ ନିର୍ମାତା କରୀମ ମୋରାନିଙ୍କ ଝିଅ କରୋନା ପଜିଟିଭ୍, ପୁରା ପରିବାରର ହେବ ଟେଷ୍ଟ

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ କନିକା କପୂରଙ୍କ ପରେ ‘ଚେନ୍ନାଇ ଏକ୍ସପ୍ରେସ’ର ନିର୍ମାତା କରୀମ ମୋରାନିଙ୍କ ଝିଅ…

ଦେଶରେ କରୋନା ନେଲାଣି ୧୦୯ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଲା

ନୂଆଦିଲ୍ଲୀ, ୬ା୪: ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଥିବା କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର କାୟା ମେଲାଇବା ଆରମ୍ଭ କରିଦେଇଛି । ଦେଶରେ କରୋନା ଜନିତ ରୋଗ (କୋଭିଡ୍-୧୯) ଫଳରେ ମୃତକଙ୍କ ସଂଖ୍ୟା ଧିରେ ଧିରେ…

ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା

ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା…

କଟକରେ ୨ଟି ପଞ୍ଚାୟତ ସିଲ୍

କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର…

ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି

ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…