Browsing Category

Breaking News

ରାଜ୍ୟସଭା ନିର୍ବାଚନ ପାଇଁ ନିଯୁକ୍ତି

ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନିଯୁକ୍ତି ହୋଇଛନ୍ତି ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ । ରିଟର୍ଣ୍ଣିଂ ତଥା ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି ଦାଶରଥି ଶତପଥୀ ।…

ବସ୍ ଓଲଟି ଜଣେ ମୃତ, ୧୮ରୁ ଅଧିକ ଆହତ

ରାଉରକେଲା,୩ ।୩(ଓଡିଶା ଭାସ୍କର): ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବସଟି ରାଉରକେଲା ବୀରମିତ୍ରପୁର ଥାନା ଲାସେ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ଭାରତ ରଦ୍ଧ କଲା ୪ଟି ଦେଶର ଭିସା

ନୂଆଦିଲ୍ଲୀ,୩ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଏବେ ଭାରତ ଉପରେ ନିଜର ପ୍ରଭାବ ପକାଇବାରେ ଲାଗିଲାଣି । ରାଜଧାନୀ ଦିଲ୍ଲୀ ଓ ତେଲେଙ୍ଗାନାରେ ୨ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ନୋଏଡାରେ ଜଣେ ଓ…

୧୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଛନ୍ତି । ସେଠାରେ ପହଞ୍ଚି ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ…

ପୁଲୱାମା ଆକ୍ରମଣ ଘଟଣାରେ ଆଉ ୨ ଗିରଫ

ଶ୍ରୀନଗର,୩ ।୩: ଜମ୍ମୁ-କାଶ୍ମୀରର ପୁଲୱାମାରେ ଗତବର୍ଷ ଫେବ୍ରୁଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଯାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯିବା ସହ ପ୍ରତିଶୋଧରେ ନିଆଁରେ…

ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ, ୩ା୩(ଓଡ଼ିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନ ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ବ୍ୟକ୍ତି କରୋନ ସଂକ୍ରମିତ ଚିହ୍ନଟ…

ନୋଏଡା ସ୍କୁଲରେ କରୋନା ଭୟ, ୧୦୦୦ କମ୍ପାନୀକୁ ନୋଟିସ୍

ନୋଏଡା,୩ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଉତ୍ତରପ୍ରଦେଶର ନୋଏଡାରେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି । ଏଠାରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହି ବ୍ୟକ୍ତିଙ୍କ ରିପୋର୍ଟ…

ସୋସିଆଲ ମିଡ଼ିଆ ଛାଡ଼ିବା ନେଇ ମୋଦିଙ୍କ ନୂଆ ଟ୍ୱିଟ୍

ନୂଆଦିଲ୍ଲୀ, ୩ା୩: ସୋସିଆଲ ମିଡ଼ିଆ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଏକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ମୋର ଆକାଉଣ୍ଟ ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ରହିବ । ମହିଳା ଦିବସରେ ପ୍ରେରଣା…