Browsing Category

Breaking News

କମିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ,୫ ।୩:ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଝଟକା ଦେଇଛନ୍ତି ମୋଦି ସରକାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫ୍ ସୁଧହାର କମିଛି । ସୁଧହାର ୮.୬୫%ରୁ ୮.୫%କୁ କମାଇବା…

କରୋନ ଭୟ: ଚୀନରେ ୪ ଫୁଟ ଦୂରରୁ କଟାଯାଉଛି କେଶ, ଭିଡିଓ ଭାଇରାଲ

କରୋନା ଭାଇରସରେ ଏପର୍ଯ୍ୟନ୍ତ ଚୀନରେ ୮୦,୪୦୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସର ଭୟ ଏତେ ଅଧିକ ରହିଛି ଯେ, ସେଲୁନରେ ତିନି ଚାରି ଫୁଟ ଦୂରରୁ କେଶ କଟାଯାଉଛି…

ଏସସିବିକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

କଟକ, ୫ା୩(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ସେ…

ରାଜ୍ୟସଭାରେ କରୋନା ପ୍ରସଙ୍ଗ

ନୂଆଦିଲ୍ଲୀ,୫ ।୩: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି କରୋନା ଭାଇରସ୍ । ରାଜ୍ୟସଭାରେ ଆଜି ଉଠିଛି ଏହି ପ୍ରସଙ୍ଗ । କରୋନା ଭୂତାଣୁ ପ୍ରସଙ୍ଗରେ ବିବୃତି ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.…

ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତ

ସିଡନୀ,୫ ।୩: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ବାତିଲ ହୋଇଯାଇଛି । ଏହି ଆଧାରରେ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ…

ପ୍ରଣବଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ମିଳିଛି ନୂଆ ଦାୟିତ୍ୱ । ବିଜେଡିର ସାଙ୍ଗଠନିକ ସମ୍ପାଦକ ହୋଇଛନ୍ତି ପ୍ରଣବ । ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ସେ ଦାୟିତ୍ୱ ନିର୍ବାହ…

ମନେ ପଡନ୍ତି ବିଜୁବାବୁ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୪ତମ ଜୟନ୍ତୀ । ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ୱରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି…

ମୃତ୍ୟୁ ପରେ ବି ଜୀବନ, ଏସସିବିରେ ୩ୟ କିଡନୀ ପ୍ରତିରୋପଣ

କଟକ,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ୩ୟ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାଇଟେକ୍ ମେଡିକାଲରୁ ଏସସିବି ଗଲା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ହାଇଟେକ୍…